ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛି ବାତ୍ୟା ଅମ୍ଫାନ୍‌। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ଫାନ୍‌ ଅପ୍‌ଡେଟ୍‌ରୁ।

  • ବାତ୍ୟା ଅମ୍ଫାନ ସମ୍ପର୍କରେ ତାଜା ସୂଚନା ଦେଲେ ଏସ୍‌ଆର୍‌ସି ପ୍ରଦୀପ ଜେନା
  • ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଅମ୍ପାନ୍‌
  • ଆସନ୍ତା ୨୪ ଘଣ୍ଟା ଭିତରେ ବାତ୍ୟା ଅମ୍ପାନ୍‌ ଭୟଙ୍କର ରୂପ ନେବାର ସମ୍ଭାବନା
  • ପଶ୍ଚିମବଙ୍ଗ ଉପକୂଳକୁ ଯାଇପାରେ ବାତ୍ୟା
  • ପାରାଦୀପଠାରୁ ଦକ୍ଷିଣରେ ୧୦୬୦ କିଲୋମିଟର ଦୂରରେ ରହିଛି ବାତ୍ୟା
  • ଏବେ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି ବାତ୍ୟା
  • ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୨ ଜିଲ୍ଲାକୁ ସତର୍କ

  • ୧୭ ତାରିଖ ସନ୍ଧ୍ୟାରେ ବାତ୍ୟା ଗତି ବଦଳାଇବ ବାତ୍ୟା
  • ୧୮ ତାରିଖରୁ ୨୦ ତାରିଖ ଯାଏଁ ଓଡ଼ିଶାରେ ହେବ ବର୍ଷା, ପବନ
  • ୧୯ରେ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୬୦ କିଲୋମିଟର ବେଗରେ ପବନ ବହିବ
  • ୨୦ରେ ପବନର ବେଗ ବଢ଼ିବ। ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ପବନ ବହିବ
  • ୨୦ ତାରିଖରେ ବତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା
  • ରାଜ୍ୟରେ ପ୍ରବଳ ବର୍ଷା ହେବ, ହେଲେ ବନ୍ୟା ଭୟ ନାହିଁ
  • ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବାର ସମ୍ଭାବନା

Comment