ଓଡ଼ିଶାଲାଇଭ୍ ବ୍ୟୁରୋ

ICAR-CIWA

ICAR-ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଓ୍ୱମେନ୍ ଇନ୍ ଏଗ୍ରିକଲଚର୍ (CIWA) ଅଧୀନରେ ରିସର୍ଚ୍ଚ ଫେଲୋ ଏବଂ ୟଙ୍ଗ ପ୍ରଫେସନାଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ମାସ ୪ ଏବଂ ୫ ତାରିଖ ଅନୁଷ୍ଠିତ ହେବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ। ବିଭିନ୍ନ ସ୍କିମ୍ ଅଧୀନରେ ଏହି ନିଯୁକ୍ତି ଦିଆଯିବ।

AICRP (ହୋମ୍ ସାଇନ୍ସ) (ଇଣ୍ଟରଭ୍ୟୁ ତାରିଖ-ଜୁନ୍ ୪ ସକାଳ ୧୦.୩୦)

  • ସିନିୟର ରିସର୍ଚ୍ଚ ଫେଲୋ- ହୋମ୍ ସାଇନ୍ସ ବା କମ୍ୟୁନିଟି ସାଇନ୍ସ ବା ଏଗ୍ରିକଲଚରରେ ସ୍ନାତକୋତ୍ତର (ସ୍ପେଶିଆଲାଇଜେସନ୍ ସହ) ଡିଗ୍ରୀ ସହ ୪ ବା ୫ ବର୍ଷର ବ୍ୟାଚେଲର ଡିଗ୍ରୀ ହାସଲ କରିଥିବେ।
  • ୟଙ୍ଗ ପ୍ରଫେସନାଲ୍- ଏଗ୍ରିକଲଚର ସାଇନ୍ସରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବେ।

AICRP (ESA) (ଇଣ୍ଟରଭ୍ୟୁ ତାରିଖ-ଜୁନ୍ ୫ ସକାଳ ୧୦.୩୦)

  • ସିନିୟର ରିସର୍ଚ୍ଚ ଫେଲୋ- ଏଗ୍ରିକଲଚରରେ ସ୍ନାତକୋତ୍ତର କରିବା ସହ ଏଗ୍ରିକଲଚର ଇଞ୍ଜିନିୟରିଂରେ ୪ ବା ୫ ବର୍ଷର ବ୍ୟାଚେଲର୍ ଡିଗ୍ରୀ ହାସଲ କରିଥିବେ।

NAIF (ITMU) (ଇଣ୍ଟରଭ୍ୟୁ ତାରିଖ-ଜୁନ୍ ୫ ସକାଳ ୧୦.୩୦)

  • ସିନିୟର ରିସର୍ଚ୍ଚ ଫେଲୋ- ଏଗ୍ରିକଲଚର କିମ୍ବା ସମ୍ବନ୍ଧୀୟ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହ ଏଗ୍ରିକଲଚର ଇଞ୍ଜିନିୟରିଂରେ ୪ ବା ୫ ବର୍ଷର ବ୍ୟାଚେଲର୍ ଡିଗ୍ରୀ ହାସଲ କରିଥିବେ।

 

ଦରମା:

  • ସିନିୟର ରିସର୍ଚ୍ଚ ଫେଲୋ- ୩୧୦୦୦ ଟଙ୍କା
  • ୟଙ୍ଗ ପ୍ରଫେସନାଲ୍- ୧୫୦୦୦ ଟଙ୍କା

ବୟସ ସୀମା:

  • ପୁରୁଷ- ୩୫ ବର୍ଷ
  • ମହିଳା- ୪୦ ବର୍ଷ

ଇଣ୍ଟରଭ୍ୟୁ ସ୍ଥାନ- ICAR-CIWA, ଭୁବନେଶ୍ୱର

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ icar-ciwa.org.inରେ କ୍ଲିକ୍ କରନ୍ତୁ।

Comment