ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

କୋରାପୁଟ ଏସସି-ଏସଟି ଉନ୍ନୟନ ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଭାଗରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୨୦ ତାରିଖ ଯାଏଁ ଚାଲୁରହିବ।

ପଦବୀ:

  • ବିଏ, ବିଏଡ୍- ୫ଟି ପଦବୀ
  • ବିଏସସି, ବିଏଡ୍, ସିବିଜେଡ୍- ୬ଟି ପଦବୀ
  • ସଂସ୍କୃତ- ୬ଟି ପଦବୀ
  • ହିନ୍ଦୀ-୩ଟି ପଦବୀ
  • ପି.ଇ.ଟି- ୬ଟି ପଦବୀ

ବୟସ ସୀମା– ୨୧ରୁ ୩୨ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବ୍ୟସ ସୀମା କୋହଳ କରାଯାଇଛି)

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ଦରକାରୀ ଡକ୍ୟୁମେଣ୍ଟସ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ ଦାଖଲ କରିପାରିବେ।

ଠିକଣା– ଡିଷ୍ଟ୍ରିକ୍ଟ ଓ୍ୱେଲଫେୟାର ଅଫିସର, କୋରାପୁଟ, ପିନ୍- 764020

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇଁ koraput.nic.inରେ କ୍ଲିକ୍ କରନ୍ତୁ।

Comment