ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳ ପକ୍ଷରୁ ୪୬ ସାଧାରଣ ସମ୍ପାଦକଙ୍କ ତାଲିକା ଘୋଷଣା କରାଯାଇଛି। ଏହି ପଦବୀରେ ଯୁବ ଚେହେରାଙ୍କୁ ଅଗ୍ରାଧିକାର ଦିଆଯାଇଛି। ସାଧାରଣ ସମ୍ପାଦକ ସହ ବିଭିନ୍ନ ଦାୟିତ୍ୱ ମଧ୍ୟ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଛାତ୍ର ଏବଂ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର ଦାୟିତ୍ୱ ଦିଆଯାଇଛି।

ସାଧାରଣ ସମ୍ପାଦକ ତାଲିକା

ସୁଶାନ୍ତ ସିଂହ (ସଶକ୍ତ ଓଡ଼ିଶା)

ଚନ୍ଦ୍ରସାରଥୀ ବେହେରା

ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ସ୍ନେହାଙ୍ଗିନୀ ଛୁରିଆ (ଅନୁସୂଚିତ ଜାତି ସଶକ୍ତୀକରଣ)

ଜଗନ୍ନାଥ ସାରକା (ଜନଜାତ ସଶକ୍ତୀକରଣ)

ହାଜି ମହମ୍ମଦ ଆୟୁବ ଖାଁ

ଦେବେଶ ଆଚାର୍ଯ୍ୟ

CGU newଉମାକାନ୍ତ ସାମନ୍ତରାୟ (ସମାଜ ମଙ୍ଗଳ)

ବ୍ୟୋମକେଶ ରାୟ (ଛାତ୍ର ବ୍ୟାପାର)

ଅନନ୍ତ ନାରାୟଣ ଜେନା (ସଶକ୍ତ ଓଡ଼ିଶା)

ରାଜଶ୍ରୀ ମଲ୍ଲିକ

ପ୍ରିୟଦର୍ଶୀ ମିଶ୍ର

ଧ୍ରୁବ ସାହୁ

ପ୍ରଣବ ବଳନ୍ତରାୟ (ଯୁବ ବ୍ୟାପାର)

ରାସେଶ୍ୱରୀ ପାଣିଗ୍ରାହୀ

ରାଜୀବ ପାତ୍ର

ସୁଧୀର ସାମଲ (ଓଡ଼ିଶା ମୋ’ ପରିବାର)

ସସ୍ମିତ ପାତ୍ର (ଓଡ଼ିଶା ମୋ’ ପରିବାର)

ବିକ୍ରମ ପଣ୍ଡା (ଓଡ଼ିଶା ମୋ’ ପରିବାର)

ଯୋଗେଶ ସିଂହ (ଜନଜାତି ସଶକ୍ତୀକରଣ)

ବାସନ୍ତି ହେମ୍ବ୍ରମ (ଜନଜାତି ସଶକ୍ତୀକରଣ)

ବିଜୟ ନାୟକ

ଲୋପାମୁଦ୍ରା ବକ୍ସିପାତ୍ର (ମହିଳା ସଶକ୍ତୀକରଣ)

ଗୀତା ବସ୍ତିଆ (ମହିଳା ସଶକ୍ତୀକରଣ)

ଶ୍ରୀମୟୀ ମିଶ୍ର (ମହିଳା ସଶକ୍ତୀକରଣ)

ପ୍ରଫୁଲ୍ଲ ସିଂହ

ଦେବାଶିଷ ମାରାଣ୍ଡି (ଜନଜାତି ସଶକ୍ତୀକରଣ)

ମାନସ ମଙ୍ଗରାଜ (ମିଡିଆ ବ୍ୟାପାର)

ଜନ୍ମେଜୟ ଲେଙ୍କା

ବିଶ୍ୱଜିତ ମହାନ୍ତି

ସତ୍ୟବ୍ରତ ପାତ୍ର

ଶାରଦା ଜେନା

ଗୀତାଞ୍ଜଳି ସେଠୀ

ପ୍ରମୋଦ ଜେନା

ଶ୍ୟାମାପ୍ରସାଦ ବେହେରା

Comment