ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ରାଜ୍ୟ ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗ ଅଧୀନରେ ୨୨ଟି ଫିଲ୍‌ଡ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ସେପ୍ଟେମ୍ଵର ୨୮ ତାରିଖ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ ।

ପଦବୀ ନାମ – ଫିଲ୍‌ଡ ଆସିଷ୍ଟାଣ୍ଟ

ଆବେଦନର ଶେଷ ତାରିଖ – ୨୮ ସେପ୍ଟେମ୍ଵର ୨୦୨୦

ଆବେଦନ ଫି

  • ସାଧାରଣ ବର୍ଗ – ୨୦୦ ଟଙ୍କା
  • ଏସି, ଏସଟି ଏବଂ ଦିବ୍ୟାଙ୍ଗ ଆଶାୟୀମାନେ ମାଗଣାରେ ଆବେଦନ କରିପାରିବେ

ଶିକ୍ଷାଗତ ଯୋଗ୍ୟତା – ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ବିଜ୍ଞନରେ ସ୍ନାତକ ଏବଂ ସ୍ନାତକୋତ୍ତର କରିଥିବା ଆବଶ୍ୟକ।

ବୟସ ସୀମା

  • ସର୍ବନିମ୍ନ ୨୦ ବର୍ଷ
  • ସର୍ବାଧିକ ୩୨ ବର୍ଷ

BGU

ପଦବୀ ସଂଖ୍ୟା

  • ଏସସି – ୪ ଟି
  • ଏସଟି – ୯ ଟି
  • ଅଣସଂରକ୍ଷିତ – ୯ ଟି
  • ମୋଟ୍ – ୨୨ ଟି

ଅଧିକ ସୂଚନା ପାଇଁ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ କ୍ଲିକ୍ କରନ୍ତୁ

Comment