ଓଡ଼ିଶାଲାଇଭ୍‌ ବ୍ୟୁରୋojee exam

ଘୁଞ୍ଚିଲା ୟୁଜିସି ନେଟ ପରୀକ୍ଷା। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ୟୁଜିସି ନେଟ ପରୀକ୍ଷାକୁ ୨୪କୁ ଘୁଞ୍ଚାଇ ଦିଆଯାଇଛି।

ସେହି ତାରିଖରେ ଅର୍ଥାତ ୧୬, ୧୭, ୨୨, ଓ ୨୩ ତାରିଖରେ ଆଇସିଏଆର ପରୀକ୍ଷା କାର୍ଯ୍ୟସୂଚୀ ରହିଛି। ତେଣୁ ୟୁଜିସି ନେଟ ପରୀକ୍ଷାକୁ ଘଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି।BGU

ବିଷୟ ଏବଂ ସିଫ୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ପରେ ଦିଆଯିବ ବୋଲି କହିଛନ୍ତି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ନିର୍ଦ୍ଦେଶକ ସାଧନା ପରାସର।

Comment