ଓଡ଼ିଶାଲାଇଭ୍ ବ୍ୟୁରୋ
୨୬ ଡିସେମ୍ଵର, ୨୦୨୦
- ପଞ୍ଚାୟତରୁ ସଂସଦ, ସବୁଠି ମହିଳାଙ୍କ ଅଧିକାର ପାଇଁ ଲଢ଼ିବ ବିଜେଡି : ନବୀନ ପଟ୍ଟନାୟକ
- ୬ ବର୍ଷରେ ଓଡ଼ିଶା ଚାଷୀଙ୍କ ପାଇଁ ମୋଦୀ ଦେଇଛନ୍ତି ୬୦ ହଜାର କୋଟି: ଧର୍ମେନ୍ଦ୍ର
- ନବରଙ୍ଗପୁରର ନୂଆ ଏସପି ଭାବେ ଯୋଗ ଦେଲେ ସାହାଇ ମିନା
- ଆଜିଠୁ ପୁରୀବାସୀଙ୍କ ଜଗା ଦର୍ଶନ, ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
- ପରୀର ପୋଷାକରେ କୌଣସ ସିମେନ ଦାଗ ନଥିବା ଫରେନସିକ ରିପୋର୍ଟରୁ ଜଣାପଡ଼ିଲା
- ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଓଡ଼ିଶାର ନିଜସ୍ୱ ଟି-୨୦ କ୍ରିକେଟ ମ୍ୟାଚ, ଓସିଏ ପକ୍ଷରୁ ସୂଚୀ ଘୋଷିତ
- ସୋସିଆଲ ମିଡିଆ ଚାଟରୁ ମହିଳା ଅସୁବିଧାରେ, ଯୁବକ ବିରୁଦ୍ଧରେ ସମ୍ବଲପୁର ବୁର୍ଲା ଥାନାରେ ଏତଲା
- ସମଗ୍ର ଓଡ଼ିଶାରେ ଶୀତର ଲହର ଆଉ ତିନି ଦିନ ଲାଗି ରହିବ କହିଲା ଭୁବନେଶ୍ୱର ପାଣିପାଗ ବିଭାଗ
- କରୋନା ରାଜ୍ୟରେ ଆଉ ଚାରି ଜଣଙ୍କ ପ୍ରାଣ ନେଲା, ମୋଟ ମୃତ୍ୟୁ ସଂଖ୍ୟା ୧୮୫୭
- ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନରେ ଜଣେ ନାବାଳିକା ତା ଜେଜେମାକୁ ହତ୍ୟା କଲା, ପୋଲିସ ଦ୍ୱାରା ଅଟକ
- ହକି ବିଶ୍ୱକପ – ରାଉରକେଲାକୁ ବିମାନ ସେବା ଯୋଗାଇ ଦେବାକୁ ଦାବି କଲେ ଦିଲୀପ ରାୟ
- ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆଜି ମାତ୍ର ୨୦ଟି ନୂଆ କରୋନା ମାମଲା,ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୩୧୫୩୯