ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIସରକାରୀ ଚାକିରି ପାଇଁ ଆପଣ ଇଚ୍ଛୁକ ଅଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ। ଓଡ଼ିଶା ସବଅଡିନେଟ୍ ଷ୍ଟାଫ୍ ସିଲେକ୍‌ସନ କମିସନ (OSSSC) ଅଧୀନରେ ଫାର୍ମାସିଷ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ ଜାନୁଆରି ୩୦ ତାରିଖ ପୂର୍ବରୁ ଅନଲାଇନ ଜରିଆରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ଫାର୍ମାସିଷ୍ଟ – ୬୦୦ଟି

ଆବେଦନ ପାଇଁ ବୟସ ସୀମା – ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ

ବେତନ ହାର – ୯,୫୦୦ ଟଙ୍କା (ମାସିକ)

ଯୋଗ୍ୟତା –

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ମାଟ୍ରିକ ଏବଂ ଯୁକ୍ତ ଦୁଇ ପାସ କରିଥିବା ଆବଶ୍ୟକ।
  • ଫାର୍ମାସୀରେ ଡିପ୍ଲୋମା କରିଥିବା ଆବଶ୍ୟକ।

ଆବେଦନ ଫି – ୧୦୦ ଟଙ୍କା

  • ଆବେଦନ ଆରମ୍ଭ – ୦୭.୦୧.୨୦୨୧
  • ଆବେଦନ ଶେଷ – ୩୦.୦୧.୨୦୨୧

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment