ଓଡ଼ିଶାଲାଇଭ୍ ବ୍ୟୁରୋ
୨୯ ଡିସେମ୍ଵର, ୨୦୨୦
- ଆଇପିଏସ ଅରୁଣ ବୋଥ୍ରା ହେଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ
- ରାଜ୍ୟରେ କାଲିଠୁ ବଢ଼ିବ ଶୀତ, ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
- ବ୍ରିଟେନରୁ ଫେରିଥିଲେ ନିଜ ତଥ୍ୟ ଦିଅ
- ବିନା ଅନୁମତିରେ ଶ୍ରୀମନ୍ଦିରକୁ ପ୍ରବେଶ କରି ନିଲମ୍ଵିତ ହେଲେ ୪ ଏଏନଏମ କର୍ମୀ
- ରାଜ୍ୟରୁ ଆଜି ୨୬୩ ଜଣ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୪ ଆକ୍ରାନ୍ତ
- ଭାରତରେ ଏଣ୍ଟ୍ରି କଲା ବ୍ରିଟେନରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଷ୍ଟ୍ରେନ
- ରଜନୀକାନ୍ତଙ୍କ ବଡ଼ ଘୋଷଣା – ଗଢ଼ିବେନି ରାଜନୈତିକ ଦଳ
- ବଦଳିଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଟ୍ରେନର ସମୟ ସୂଚୀ, ଏଣିକି ପ୍ରୟାଗ ରାଜରେ ଅଟକିବ ଏହି ଟ୍ରେନ
- ନୂଆ କରୋନା ଷ୍ଟ୍ରେନକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଲେ ଓଡ଼ିଶା ସରକାର
- କରୋନା ସମୟରେ ଅଟକି ରହିଥିବା ଲୋକଙ୍କ ସାହାଯ୍ୟ ପାଇଁ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ର ହେଲେ ଆଉଟଲୁକ୍ ପତ୍ରିକାର ମ୍ୟାନ ଅଫ ଦ ଇୟର
- କୋରାପୁଟରେ ମାଲଗାଡି ଲାଇନଚ୍ୟୁତ, ବିଶାଖାପାଟଣା ଓ କୋରାପୁଟ ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
- ଓଡ଼ିଶା ବିଧାନସଭାର ଆସନ୍ତା ବଜେଟ ଅଧିବେଶନରେ ତିରିଶି ବର୍ଷ ତଳର ୨୦୦ ପାଖାପାଖି ପୁରୁଣା ଆଇନ ବାତିଲ ହେବ
- କ୍ୟାବିନେଟ ନିଷ୍ପତ୍ତି – ସ୍କୁଲ ପାଠ୍ୟ ପୁସ୍ତକରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ତଥା ବରପୁତ୍ର ମାନଙ୍କ ଜୀବନୀ ସ୍ଥାନ ପାଇବ
- ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ କୋରାପୁଟ ଜିଲ୍ଲାର ମନ୍ଦିରଗୁଡ଼ିକ ବୁଧବାର ଠାରୁ ଖୋଲିବ
- ନନ୍ଦନକାନନରେ ପୁଣି ଚାଲିବ ଟୟ ଟ୍ରେନ, ଘୋଷଣା କଲେ ଜଙ୍ଗଲ ବିଭାଗ ମନ୍ତ୍ରୀ
- ଯେଉଁମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ ସେମାନଙ୍କ ରାତ୍ରୀକାଳୀନ ଥଇଥାନ ନିମନ୍ତେ ଦୁଇଟି ସ୍କୁଲକୁ ବାଛିଲା ଭୁବନେଶ୍ୱର ମହାନଗର ନିଗମ