ଓଡ଼ିଶାଲାଇଭ୍ ବ୍ୟୁରୋ
୪ ଜାନୁଆରି, ୨୦୨୧
- ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୁରଲୀଧର
- ପୁଣି ନିଖୋଜ ହୋଇଗଲେ ସୁନ୍ଦରଗଡ଼ର ବିର୍ଜୁ କୁଲୁ, ୨୫ ବର୍ଷ ପରେ ଫେରିଥିଲେ ଘରକୁ
- ଆଜି ବି ହେଲାନି ସମାଧାନ – ଜାନୁଆରି ୮କୁ ରହିଲା ସରକାର ଓ ଚାଷୀଙ୍କ ଆଲୋଚନା
- ପରୀ ହତ୍ୟା ମାମଲା – ଅଭିଯୁକ୍ତର ହୋଇପାରେ ନାର୍କୋ ଟେଷ୍ଟ
- ମାହାଙ୍ଗା ହତ୍ୟା ଘଟଣା ପରେ ସମ୍ଵିତଙ୍କ ପ୍ରତିକ୍ରିୟା ‘ବଙ୍ଗଳା ପଥରେ ଯାଉଛି କି ଓଡ଼ିଶା?’
- ରାଜ୍ୟରେ କମୁଛି ସଂକ୍ରମଣ – ଦିନକରେ ୧୮୩ ଆକ୍ରାନ୍ତ, ୨ ମୃତ
- କରୋନା ଭୟ ନଯାଉଣୁ ଡରାଇଲାଣି ବାର୍ଡ ଫ୍ଲୁ
- ନବରଙ୍ଗପୁରରେ ଖୋଲିଲା ମନ୍ଦିର – ଦଶ ମାସ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ଭଗବାନ
- ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ୪ ମାଓବାଦୀ
- ଭିତରକନିକା ଅଭୟାରଣ୍ୟରେ ବାର୍ଡ ଫ୍ଲୁ ସତର୍କତା ଜାରି କଲେ ଓଡ଼ିଶା ସରକାର
- ଘରୋଇ ସ୍କୁଲ ପରିଚାଳନା ସଂଘ ପକ୍ଷରୁ ସ୍କୁଲ ଖୋଲିବା ନେଇ ଜାରି ହେଲା ତାରିଖ, ଜାନୁଆରି ୮ରୁ ଦଶମ ଓ ଦ୍ୱାଦଶ ପିଲା ସ୍କୁଲ ଯିବେ
- ଚଳିତ ମାସ ୩୦ ସୁଦ୍ଧା ଓଡ଼ିଶାକୁ ଆସିପାରେ କରୋନା ଟିକା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ
- ଓଡ଼ିଶାରେ ଛାତ୍ରଛାତ୍ରୀଙ୍କର ସମୂହ କରୋନା ଟେଷ୍ଟ ହୋଇପାରେ କହିଲେ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ଡାକ୍ତର ସିବିକେ ମହାନ୍ତି
- କୁଳମଣି ବରାଳ ହତ୍ୟା ଘଟଣାକୁ ବିଜେପି ରାଜନୈତିକ ରୂପ ଦେଉଛି କହିଲେ ମନ୍ତ୍ରୀ ପ୍ରତାପ ଜେନା
- ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାନ କଲେ ୨୧ କେଜି ଓଜନର ରୂପା