ଓଡ଼ିଶାଲାଇଭ୍ ବ୍ୟୁରୋ
୬ ଜାନୁଆରି, ୨୦୨୧
- ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ – ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୪ ମୃତ
- ଯେକୌଣସି ମୁହୂର୍ତ୍ତରେ ଓଡ଼ିଶାରେ ପହଞ୍ଚିବ ଟିକା, ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
- ସ୍ୱାସ୍ଥ୍ୟକର୍ମୀ ଟିକା ନେବା ବାଧ୍ୟ ନୁହେଁ – ଡାକ୍ତର ସିବିକେ ମହାନ୍ତି
- ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ନୁହେଁ : ବିଏମସି କମିସନର
- ୬ ମାସ ପରେ ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ଶୂନ
- ରାଜ୍ୟର କରୋନା ରିପୋର୍ଟ – ଦିନକରେ ୨୩୧ ପଜିଟିଭ୍ ଚିହ୍ନଟ
- ଜାନୁଆରି ୧୦ରୁ ମାଟ୍ରିକ୍ ଫର୍ମ ପୂରଣ
- ବାର୍ଡ ଫ୍ଲୁ ଆଶଙ୍କା – ରାପିଡ୍ ଆକ୍ସନ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
- ପରୀ ମାମଲାରେ ଅରୁଣ ବୋଥ୍ରା ତଦନ୍ତକୁ ଦିଗହରା କରିଛନ୍ତି : ପ୍ରଦୀପ୍ତ ନାୟକ
- ନକଲି ସାମଗ୍ରୀ କବ୍ଜାରୁ ହଟୁନି କଟକ – ଘିଅ, ମସଲା, ପନିର ପରେ ଏବେ ନକଲି ଚା’ପତି
- ତୃତୀୟ ଟେଷ୍ଟ ପାଇଁ ଭାରତର ୧୧ ଜଣିଆ ଟିମ୍ ଘୋଷଣା – ମୟଙ୍କ ଆଉଟ, ରୋହିତ ଇନ୍
- ଚାକିରି କରାଇବା କହି ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ମୁଖ୍ୟ ଡାକ୍ତରଖାନାର ଜଣେ ସ୍ୱାସ୍ଥ୍ୟ କର୍ମୀ ଭିଜିଲାନ୍ସ ଜାଲରେ
- ଓଡ଼ିଶାରେ ବାର୍ଡ ଫ୍ଲୁ ଏ ପର୍ଯ୍ୟନ୍ତ ନଜରକୁ ଆସିନାହିଁ କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର
- ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୦-୨୧ ବର୍ଷ ପାଇଁ ୮ ଜଣଙ୍କ ନାମ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଘୋଷିତ
- ଚୋରି ସନ୍ଦେହରେ କବିସୂର୍ଯ୍ୟନଗର ଅଧୀନ ସୁନାପଲ୍ଲୀରେ ଜଣକୁ ପିଟି ପିଟି ହତ୍ୟା
- ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କର୍ମଚାରୀ ଜାନୁଆରି ୧୧ରୁ କାର୍ଯ୍ୟରେ ଯୋଗ ଦେବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
- ରାୟଗଡ଼ାରେ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଏହାର ପରିମାଣ ଦୁଇ ଟନ
- ରାଉରକେଲା ଗ୍ୟାସ ଲିକ୍ ମୃତ୍ୟୁ ଘଟଣାରେ ଇସ୍ପାତ କାରଖାନାର ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ