ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ ଆଜି ଦିନ ଯାକର ସମସ୍ତ ଗୁରୁତ୍ଵପୂର୍ଣ୍ଣ ଖବର।

  • ଛତ୍ରପୁର ନିକଟ ତାମ୍ପରା ଠାରେ ଲାଗ ଲାଗ ଦୁଇଟି ଦୁର୍ଘଟଣା, କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା ପୋଲିସ
  • ମିଶନ ଶକ୍ତି ଓ ଡିଏମଏଫ ଯୁଗ୍ମ ଉଦ୍ୟମରେ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ ଆରମ୍ଭ
  • ପଞ୍ଚାୟତ ସ୍ତରରେ ହାଇସ୍ପୀଡ୍ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ତ୍ୱରାନ୍ୱିତ
  • ବ୍ରେନ୍ ମ୍ୟାପିଙ୍ଗ ପାଇଁ ମନା କଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ, ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଗଲେ ପରୀର ମା’
  • ଓଡ଼ିଶାରେ ଲିଟର ପିଛା ପେଟ୍ରୋଲ ଦର ୮୫ ଟଙ୍କା ଡେଇଁଲା, ଏହି ବୃଦ୍ଧି ସର୍ବକାଳୀନ ରେକର୍ଡ
  • ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ
  • ଗଜପତି ପରେ ଝାରସୁଗୁଡ଼ା ଜିଲ୍ଲାରେ ୩ଟି ସ୍କୁଲର ୧୯ ପିଲା କରୋନା ପଜିଟିଭ ଚିହ୍ନଟ
  • କୋଭିସିଲ୍ଡ ଟିକା ଆସିବାର ଦିନକ ପରେ ଓଡ଼ିଶାକୁ ଆସିଲା ଭାରତ ବାୟୋଟେକ ନିର୍ମିତ କୋଭାକ୍ସିନ ଟିକା
  • ଚଳିତ ଶିକ୍ଷା ବର୍ଷରୁ ପୁରୀ ମେଡିକାଲ କଲେଜରେ ଆରମ୍ଭ ହେବ ଏମବିବିଏସ ପାଇଁ ପଢାପଢି
  • ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ କଟକରେ ମାଞ୍ଜା ସୂତାରେ ଗୁଡ଼ି ଉଡାଇବା ନିଷେଧ କଲା ଜିଲ୍ଲା ପ୍ରଶାସନ
  • ଭୁବନେଶ୍ୱର ମହାନଗର ନିଗମ କହିଲା ତାର ବିନା ଅନୁମତିରେ କେହି ଗୃହହୀନଙ୍କୁ ଲୁଗା, ଖାଦ୍ୟ ବାଣ୍ଟି ପାରିବେ ନାହିଁ

Comment