ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଣନ୍ତୁ ଆଜି ଦିନ ଯାକର ସମସ୍ତ ଗୁରୁତ୍ଵପୂର୍ଣ୍ଣ ଖବର।

  • ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ, ୭ ଜିଲ୍ଲା ପାଇଁ ଘନ କୁହୁଡ଼ି ସତର୍କତା
  • କରୋନା ଟୀକା ନେଇଥିବା ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଚାରିଲେ କେମିତି ଥିଲା ଅନୁଭୂତି?
  • ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକରେ ଅବିବାହିତ ପୁରୁଷ ଓ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୁରୁଷ ମୃତ
  • ସମ୍ବଲପୁର ଜିଲ୍ଲାର ପ୍ରଥମ କରୋନା ଟିକା ନେଲେ ଜଣେ ଝାଡ଼ୁଦାର,ନାଁ ପ୍ରହଲ୍ଲାଦ ସୁନା
  • ଚିଲିକାରେ ଦୃଶ୍ୟ ହେଲେ ୧୫୬ ଇରାବାଡ଼ି ଡ଼ଲଫିନ, ବାର୍ଷିକ ଡ଼ଲଫିନ ଗଣନା ଶେଷ
  •  ରାଜ୍ୟର ସମସ୍ତ ୩୦ଆଦର୍ଶ ବିଦ୍ୟାଳୟର ପିଲା କମର୍ସ ପଢିବେ, ଗଣଶିକ୍ଷା ବିଭାଗର ନିଷ୍ପତ୍ତି
  • ବଲାଙ୍ଗୀର ଜିଲ୍ଲାରେ ଲୋଇସିଙ୍ଘାଠାରେ ତିନି ଡକାୟତଙ୍କ ଆତ୍ମସମର୍ପଣ, ପୋଲିସ ପକ୍ଷରୁ ଘଣ୍ଟାଏ ଧରି ଚାଲିଥିଲା ଚଢ଼ାଉ
  • ଭୁବନେଶ୍ୱର ଏମ୍ସରେ ବେଡ୍‌ ସଂଖ୍ୟା ଆହୁରି ୧୨୦ ବଢ଼ିଲା, ମୋଟ ବେଡ୍‌ ସଂଖ୍ୟା ଏବେ ଏକ ହଜାର
  • ହୋଟେଲ, ରେଳ ଷ୍ଟେସନ ନିକଟ ଦୋକାନ ଆଦିରୁ ପ୍ରଚୁର ପରିମାଣର ବାସି ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଜବତ କଲା ଭୁବନେଶ୍ୱର ମହାନଗର ନିଗମ
  • ଖୁବଶୀଘ୍ର ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ,କିଛି ସଚିବଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଯିବ

Comment