ଓଡ଼ିଶାଲାଇଭ୍ ବ୍ୟୁରୋ
୧୮ ଜାନୁଆରି, ୨୦୨୧
- ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ସହ ବଢ଼ିବ ଶୀତ, ସତର୍କ କରାଇଲେ ଏସଆରସି
- ଚାଉଳ ରାଜନୀତି – ବିଜେଡି କହିଲା ରାଜ୍ୟ ଉପରେ ବୋଝ ଲଦୁଛି କେନ୍ଦ୍ର
- ଗାଡ଼ି ଭଙ୍ଗାରୁଜା ପାଇଁ ବିଜେପିକୁ ଦାୟୀ କଲେ ନିରଞ୍ଜନ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ
- ଜାନୁଆରି ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମ୍ପର୍କିତ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ : ସୁପ୍ରିମକୋର୍ଟ
- ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି
- ସ୍କୁଲ ଖୋଲିବା ପରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
- ଅନଲାଇନ ଗେମରେ ହାରିଯିବାରୁ ନୟାଗଡ଼ ଜିଲ୍ଲା ପଥରପୁଞ୍ଜି ଗାଁର ମନୋରଞ୍ଜନ ଷଡ଼ଙ୍ଗୀ ନାମକ ଯୁବକଙ୍କ ଆତ୍ମହତ୍ୟା
- ଗିରଫ ହେବା ପରେ ରୋଜ ଭ୍ୟାଲି ଗ୍ରୁପର ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ ଦୁଇ ଦିନିଆ ସିବିଆଇ ରିମାଣ୍ଡରେ ଆସିଲେ
- ପୁରୀ ବାସେଳି ସାହିରେ ବୋମା ମାଡ଼ ଘଟଣାରେ ୭ ଜଣଙ୍କୁ ଗିରଫ କଲା ପୋଲିସ, ମାରଣାସ୍ତ୍ର ଜବତ
- ଦୈନିକ କରୋନା ମାମଲାରେ ହଠାତ ବୃଦ୍ଧି, ଭୁବନେଶ୍ୱରରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୯ଟି ନୂଆ କେସ