ଓଡ଼ିଶାଲାଇଭ୍ ବ୍ୟୁରୋ
୧୯ ଜାନୁଆରି, ୨୦୨୧
- ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିଲା ୩,୩୪,୫୩୪ ଡୋଜ ଟିକା
- ଥରେ ଟିକା ନେବାକୁ ମନା କଲେ ଆଉ ମାଗଣାରେ ମିଳିବନି
- ବ୍ରିସବେନ୍ ଟେଷ୍ଟରେ ଭାରତର ରେକର୍ଡ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟରେ ହରାଇଲା ଟିମ୍ ଇଣ୍ଡିଆ
- ୨୦୨୨ ସୁଦ୍ଧା ସରିବ ରାଉରକେଲାର ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ
- ପୁଣି ବଢ଼ିଲା ତେଲ ଦର – ପେଟ୍ରୋଲ ୮୫.୬୦କୁ ଡିଜେଲ ୮୧.୮୪ ଟଙ୍କା
- ଏମିତି ବି ଆସେ ମୃତ୍ୟୁ – ଫୁଟପାଥରେ ଶୋଇଥିଲେ ଶ୍ରମିକ, ମାଡ଼ିଗଲା ଡମ୍ଫର
- ସଂସଦର କ୍ୟାଣ୍ଟିନରେ ଆଉ ମିଳିବନି ସବ୍ସିଡି, ବଜାର ଦର ଦେଇ ଖାଦ୍ୟ ଖାଇବେ ସାଂସଦ
- ବାଇଡେନଙ୍କ ଶପଥ ଉତ୍ସବରେ ହିଂସା ଆଶଙ୍କା – କଡ଼ା ସୁରକ୍ଷାରେ ଓ୍ୱାଶିଂଟନ
- ଏଣିକି ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉବଲବ୍ଧ ହେବ ଆରିଥ୍ମିଆ ରୋଗର ଚିକିତ୍ସା ସୁବିଧା
- ଏଣିକି କର୍କଟ ରୋଗୀଙ୍କ ସିଟିସ୍କାନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ସମସ୍ତ ରାସ୍ତା କାମ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି
- ବିନା ପରିଚୟପତ୍ରରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସର ଭିତରକୁ ପ୍ରବେଶ ମନା – କୁଳପତି ସବିତା ଆଚାର୍ଯ୍ୟ
- ସଡ଼କ ସୁରକ୍ଷା ମାସ – କଟକରେ ନାବାଳକ ପିଲାଙ୍କୁ ହେଲମେଟ ଦେଲେ ଟ୍ରାଫିକ ପୋଲିସ କର୍ମଚାରୀ
- ଝାରସୁଗୁଡ଼ା ମୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ
- ସମଲେଶ୍ଵରୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ସମ୍ବଲପୁର ଗଲେ
- ସ୍ପେଶାଲ ଟାସ୍କଫୋର୍ସ ଦ୍ୱାରା ଦଶ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳାକୁ ଧରିଲେ ପୋଲିସ
- ଆଗାମୀ ବଜେଟ ପାଇଁ ଓଡ଼ିଶା ସରକାରଙ୍କ ଆବଶ୍ୟକତା କଣ ତାର ତାଲିକା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମାନଙ୍କୁ ଦିଆଗଲା
- ଭୁବନେଶ୍ୱରର ସହିଦ ନଗର ଓ ବାଣୀବିହାର-ଶ୍ୟାମା ପ୍ରସାଦ ମୁଖର୍ଜୀ ପାର୍କ ମଧ୍ୟରେ ହେବ ଫୁଟ ବ୍ରିଜ – ସାଂସଦ ଅପରାଜିତା ଷଡ଼ଙ୍ଗୀ