ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୨୨ର ବଡ଼ ଖବର ଜାଣନ୍ତୁ ସଂକ୍ଷେପରେ।

୧-  କରୋନା ଫେରିପାରେ – ସତର୍କ ରହିବାକୁ ସରକାରଙ୍କ ଚେତାବନୀ

୨-  ବିବନକୁ ଫାଶୀ ଦିଆଯାଉ – ଗିରଫ ପରେ ଅଞ୍ଜନା ମିଶ୍ରଙ୍କ ପ୍ରତିକ୍ରିୟା

୩- ରାଜ୍ୟର ସ୍କୁଲ ଗୁଡ଼ିକରେ ହେବନି ଖେଳକୁଦ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ, କରୋନା ସୁରକ୍ଷା ଉପରେ ଗୁରୁତ୍ୱ

୪-  ବୈଷୟିକ ଶିକ୍ଷା ପାଠ୍ୟକ୍ରମ ହ୍ରାସ ହେବ ନାହିଁ କହିଲେ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

୫-  କଲରପାଟ ଅବୟାରଣ୍ୟ ହାତୀ ମୃତ୍ୟୁ ଘଟଣାରେ ପଶୁସମ୍ପଦ ଇନ୍ସପେକ୍ଟର ନିଲମ୍ବିତ

୬- ଚାକିରୀ ଦେବା ନାଁରେ ଠକେଇ : ଅନୁଗୁଳର ବାପ ପୁଅ ଗିରଫ

୭ – ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଘରୋଇ ସ୍କୁଲ ଗୁଡ଼ିକରେ ଅଫ ଲାଇନ ପରୀକ୍ଷା ପାଇଁ ବାଧ୍ୟ କରାଯାଉଥିବାର ଅଭିଯୋଗ ଆଣିଲେ ଭୁବନେଶ୍ୱରର କିଛି ଛାତ୍ରଛାତ୍ରୀ

୮-  ପୁରୀ ଜିଲ୍ଲା  ଡେଲାଙ୍ଗରେ ଏକ ତିନି ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ

୯-  ଜଣେ ମାଲିକଙ୍କ ବ୍ୟାଗରେ ଥିବା ଟଙ୍କା ଓ ସୁନା ଗହଣାକୁ ଫେରାଇଲା ଆରପିଏଫ, ସାଧୁ ଉଦ୍ୟମ କହିଲେ ଭଦ୍ରବ୍ୟକ୍ତି

୧୦-  ବ୍ରହ୍ମପୁରକୁ ମହାତ୍ମାଗାନ୍ଧୀଙ୍କ ଗସ୍ତର ଏକ ଶତ ବର୍ଷ ପୂର୍ତ୍ତି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସ୍ଥିରୀକୃତ।

Comment