ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଓଡ଼ିଶା ସ୍ଵାସ୍ଥ୍ୟ ବିଭାଗ ଅଧୀନରେ ଡେଣ୍ଟାଲ ସର୍ଜନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୧୦.୦୩.୨୦୨୧
  • ଆବେଦନ ଶେଷ – ୦୯.୦୪.୨୦୨୧

ପଦବୀ ନାମ ଏବଂ ସଂଖ୍ୟା

ଡେଣ୍ଟାଲ ସର୍ଜନ – ୮୨ (ମହିଳା – ୨୭)

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀଜଣକ ଡେଣ୍ଟାନ କାଉନସିଲ ଅଫ୍ ଇଣ୍ଡିଆ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ବିଡିଏସ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଡେଣ୍ଟାଲ ଆକ୍ଟ ୧୯୪୮ ଅଧୀନରେ ପ୍ରାର୍ଥୀଜଣକ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।

ପରୀକ୍ଷା ଫି – ୫୦୦ ଟଙ୍କା

ଚୟନ ପ୍ରକ୍ରିୟା

  • କ୍ୟାରିୟର ମାର୍କିଂ
  • ରିଟିନ୍ ଟେଷ୍ଟ୍

ପରୀକ୍ଷା ସ୍ଥାନ – କଟକ

ଇଚ୍ଛୁକ ପ୍ରାର୍ଥୀମାନେ ଓଡ଼ିଶା ଲୋକସେବା ଆୟୋଗ ଓ୍ଵେବସାଇଟ୍‌ opsc.gov.inରେ ନାମ ପଞ୍ଜୀକରଣ କରିପାରିବେ।

Comment