ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୩ଜଣିଆ ନୂଆ ଟିମ୍ ଗଠନ କରିଛନ୍ତି। ମୋଦୀଙ୍କ ଟିମରେ ସାମିଲ ହୋଇଛନ୍ତି ଓଡ଼ିଶାର ଦୁଇ ସାଂସଦ ଅଶ୍ଵିନୀ ବୈଷ୍ଣବ ଓ ବିଶ୍ଵେଶ୍ଵର ଟୁଡୁ। ଅଶ୍ୱୀନ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।

କ୍ୟାବିନେଟ୍ ମନ୍ତ୍ରୀ, କାହାକୁ କେଉଁ ଦାୟିତ୍ୱ?

  • ରାଜନାଥ ସିଂ – ପ୍ରତିରକ୍ଷା
  • ଅମିତ ଶାହା – ଗୃହ ଏବଂ ସହଯୋଗ
  • ନୀତିନ ଜୟରାମ ଗଡ଼କରୀ – ସଡ଼କ ପରିବହନ, ଜାତୀୟ ରାଜପଥ
  • ନିର୍ମଳା ସୀତାରମଣ – ଅର୍ଥ, କର୍ପୋରେଟ ବ୍ୟାପାର
  • ନରେନ୍ଦ୍ର ସିଂ ତୋମାର – କୃଷି ଓ କୃଷକ କଲ୍ୟାଣ
  • ସୁବ୍ରମଣ୍ୟମ ଜୟଶଙ୍କର – ବିଦେଶ ବ୍ୟାପାର
  • ଅର୍ଜୁନ ପଣ୍ଡା – ଆଦିବାସୀ ବ୍ୟାପାର
  • ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ
  • ପୀୟୂଷ ଗୋଏଲ – ବାଣିଜ୍ୟ ଏବଂ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ବୟନ
  • ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ଓ ଦକ୍ଷତା ବିକାଶ
  • ପ୍ରହ୍ଲାଦ ଯୋଶୀ – ସଂସଦୀୟ ବ୍ୟାପାର,କୋଇଲା ଏବଂ ଖଣି
  • ନାରାୟଣ ରାଣେ – ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ
  • ସର୍ବାନନ୍ଦ ସୋନୋଓ୍ବାଲ – ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ, ଆୟୁଷ
  • ମୁଖତାର ଅବ୍ବାସ ନକଭି – ସଂଖ୍ୟାଲଘୁ ବ୍ୟାପାର
  • ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
  • ଗିରିରାଜ ସିଂହ – ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ
  • ଜ୍ୟୋତିରାଦିତ୍ୟ ସିନ୍ଧିଆ – ବେସାମରିକ ବିମାନ ଚଳାଚଳ
  • ରାମଚନ୍ଦ୍ର ପ୍ରସାଦ ସିଂ – ଇସ୍ପାତ
  • ଅଶ୍ଵିନୀ ବୈଷ୍ଣବ – ରେଳ, ଯୋଗଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲୋକଟ୍ରୋନିକ୍ସ
  • ପଶୁପତି କୁମାର ପାରସ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
  • ଗଜେନ୍ଦ୍ର ସିଂ ଶେଖାଓ୍ବତ୍ – ଜଳଶକ୍ତି
  • କିରେନ ରିଜିଜୁ – ଆଇନ ଓ ନ୍ୟାୟ
  • ରାଜ କୁମାର ସିଂ – ଶକ୍ତି ଏବଂ ଅକ୍ଷୟ ଶକ୍ତି
  • ହରଦୀପ ସିଂ ପୁରୀ – ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର
  • ମନସୁଖ ମାଣ୍ଡଭିୟା – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ
  • ଭୂପେନ୍ଦ୍ର ଯାଦବ – ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି
  • ମହେନ୍ଦ୍ର ନାଥ ପାଣ୍ଡେ – ଭାରୀ ଶିଳ୍ପ
  • ପୁରୁାଷୋତ୍ତମ ରୂପାଲା ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ
  • ଜି କିଶନ ରେଡ୍ଡୀ – ସଂସ୍କୃତି, ପର୍ଯ୍ୟଟନ, ଉତ୍ତର-ପୂର୍ବାଞ୍ଚଳ ବିକାଶ
  • ଅନୁରାଗ ସିଂ ଠାକୁର – ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର

Comment