ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପୁରୁଷଙ୍କଠାରେ ଯୌନ ଶିଥିଳତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଭଳି ଏକ ପ୍ରମୁଖ ସମସ୍ୟା ଦେଖା ଦେଇଥାଏ। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ, ଏହା ଏଭଳି ଏକ ସମସ୍ୟା ଯେଉଁଥିରେ ସହବାସ ସମୟରେ ପୁରୁଷଙ୍କଠାରେ ଯୌନ ଶିଥିଳତା ହୋଇଥାଏ। ପୁରୁଷର ମାନସିକତା ହିସାବରେ ଏହି ସମସ୍ୟା ଦେଖାଦେଇଥାଏ।

ତେବେ ପୁରୁଷଙ୍କଠାରେ ଯୌନ ଶିଥିଳତା ବା ନପୁଂସକତା କାହିଁକି ହୁଏ? ଯୌନ ଅକ୍ଷମତାର କାରଣ କ’ଣ ରହିଛି ଏବଂ କେମିତି ଏହାର ଚିକିତ୍ସା କରାଯାଇପାରିବ? ଏ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #NegativeEmotions #SexualDysfunction #Treatment #ErectileDysfunction

Comment