ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିବାହିତା ହୁଅନ୍ତୁ କିମ୍ବା ଅବିବାହିତା ମହିଳା, ବିଭିନ୍ନ ସମୟରେ ନିଜର ଅସାବଧାନତା ହେତୁ ଅବାଞ୍ଛିତ ଗର୍ଭଧାରଣର ଶିକାର ହୋଇଥାନ୍ତି। କେହି କେହି ଡାକ୍ତରଙ୍କ ବିନା ପରାମର୍ଶରେ ଗର୍ଭନଷ୍ଟ ପାଇଁ ଔଷଧ ଖାଇଥାନ୍ତି, ଯାହା ସେମାନଙ୍କୁ ପରବର୍ତ୍ତୀ ସମୟରେ ଅନେକ ସମସ୍ୟାରେ ପକାଇଥାଏ ବୋଲି କୁହନ୍ତି ଡାକ୍ତର ଜୟ ପ୍ରକାଶ ପାଣି।

ଅଧିକାଂଶ ସମୟରେ ଅସାବଧାନତା ଯୋଗୁଁ ଗର୍ଭ ରହିବାର ସମ୍ଭାବନା ଥାଏ। ଅନିଛା ସତ୍ତ୍ୱେ ଗର୍ଭଧାରଣକୁ ଏଡ଼ାଇବା ନିମନ୍ତେ ଅନେକ ମହିଳା ଔଷଧ ଦୋକାନରୁ ଔଷଧ କିଣି ଖାଇବା ଦ୍ଵାରା ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ତେବେ ଗର୍ଭ ଚାହୁଁଥିଲେ କ’ଣ କରିବେ ଏବଂ କେଉଁ ଗର୍ଭନିରୋଧକ ବ୍ୟବହାର କରିବେ? ଏ ସମ୍ପର୍କରେ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #UnwantedPregnancy #Pregnancy #Contraception #BirthControl

Comment