ଭାରତୀୟ ହକି ଜଗତର ଏକ ପରିଚିତ ନାଁ ଅଲିମ୍ପିଆନ୍ ଲାଜରୁସ୍ ବାର୍ଲା। ଓଡ଼ିଶାରୁ ପ୍ରଥମ ଖେଳାଳି ଭାବେ ସେ ଧରିଥିଲେ ଭାରତୀୟ ଜୁନିୟର ହକି ଦଳର ମଙ୍ଗ। ଖାଲି ଏତିକି ନୁହେଁ ଏସିଆନ୍ କ୍ରୀଡ଼ାରେ ସର୍ବକନିଷ୍ଠ ଖେଳାଳି ଭାବେ ସେ ଜିତିଛନ୍ତି ସ୍ଵର୍ଣ୍ଣ ପଦକ। ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ରାଜ୍ୟ ଏବଂ ଦେଶ ପାଇଁ ବେଶ୍ ଗୌରବ ଆଣିଛନ୍ତି ଲାଜରୁସ୍। ବିଶ୍ୱ ହକି ମାନଚିତ୍ରରେ ଓଡ଼ିଶା, ଲାଜରୁସଙ୍କ କ୍ରୀଡ଼ା ଜୀବନ ଏବଂ ୨୦୨୩ ପୁରୁଷ ହକି ବିଶ୍ୱକପକୁ ନେଇ ଓଡ଼ିଶାଲାଇଭ୍ ସହ ତାଙ୍କର ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ…

Comment