ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଖିର ଧଳାଭାଗ ହଳଦିଆ ଦିଶିବା, ଜିଭ, ହାତ, ପାଦ ଏବଂ ନଖ ଆଦି ହଳଦିଆ ପଡ଼ିଗଲେ ଏହାକୁ ଜଣ୍ଡିସ୍ ବୋଲି କୁହାଯାଏ। ଲିଭରରେ କେତେକ ସମସ୍ୟା ଯୋଗୁଁ ଜଣ୍ଡିସ୍ ହୋଇଥାଏ ବୋଲି କୁହନ୍ତି ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ।

Also Read

ଜାଣନ୍ତି କି ଲିଭର ଫେଲ୍ୟୁଅର କାହିଁକି ହୁଏ?

କାହିଁକି ହୁଏ ଲିଭର ସିରୋସିସ୍?

ଲିଭରକୁ କେମିତି ସୁସ୍ଥ ରଖିବା?

ତେବେ ଜଣ୍ଡିସ୍‌ ହେବାର କାରଣ କ’ଣ ରହିଛି? ଜଣ୍ଡିସର ଲକ୍ଷଣ ଏବଂ କ’ଣ ରହିଛି ଏହାର ଚିକିତ୍ସା ବ୍ୟବସ୍ଥା? ସେ ନେଇ ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Liver #WorldLiverDay #LiverJaundice #LiverDisease #OdiaHealthTips

Comment