ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

 ମଶା କାମୁଡ଼ିବା ଦ୍ବାରା ମ୍ୟାଲେରିଆ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛୁ। ତେବେ ମ୍ୟାଲେରିଆଠୁ ବି ଭୟଙ୍କର ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ। ଏହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ।

ଏଡିସ୍ ମଶାମାନେ ଦିନରେ କାମୁଡ଼ନ୍ତି। ଏଡିସ ମଶା ୨୦ରୁ ୨୫ ଜଣଙ୍କଠାରେ ଡେଙ୍ଗୁ ଭାଇରସ୍ ଛାଡ଼ିବାକୁ ସକ୍ଷମ ହୋଇଥାଏ।

ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ? ଡେଙ୍ଗୁ ହେଲେ କ’ଣ କ’ଣ ଜଟିଳତା ଦେଖାଦିଏ? ଏନେଇ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ଜେନା କ’ଣ କହୁଛନ୍ତି,  ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldMalariaDay2023 #Dengue #Malaria #MosquitoBites #WHO #TimeToDeliverZeroMalaria

 

Comment