ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଘରେ ଘରେ ଡାଇବେଟିସ ବା ମଧୁମେହ ରୋଗୀ। ଡାଇବେଟିସରେ ପୀଡ଼ିତ ରୋଗୀଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ। ଖାସ କରି ଡାଇବେଟିସ ରୋଗୀ ପାଦ ସମସ୍ୟାକୁ ଅଧିକ ଚିନ୍ତିତ ହୋଇପଡ଼ନ୍ତି।

ମଧୁମେହ ରୋଗୀଙ୍କର ରକ୍ତରେ ଶର୍କରାର ପରିମାଣ ଅଧିକ ରହୁଥିବାରୁ ଅନେକ ସମୟରେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ।

ମଧୁମେହ ରୋଗୀଙ୍କର ପାଦ ସମସ୍ୟା ଥିଲେ ଏହାର ଚିକିତ୍ସା କେମିତି ହୁଏ ଓ ସେମାନେ ନିଜ ପାଦର ଯତ୍ନ କିପରି ନେବେ? ସେ ନେଇ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #DiabeticFoot #Diabetic #Treatment #OdiaHealthTips #DoctorsAdvice

Comment