ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବେଳେବେଳେ ହୃଦସ୍ପନ୍ଦନ ହଠାତ୍ ବଢ଼ିଯାଏ ଏବଂ ହଠାତ୍ କମିଯାଇଥାଏ। ଏହାକୁ ‘ହାର୍ଟ ଆରଥମିଆ’ ବୋଲି କୁହାଯାଏ। ହାର୍ଟ ଆରଥମିଆ ଜୀବନ ପାଇଁ ବିପଜ୍ଜନକ ହୋଇପାରେ ବୋଲି ଡାକ୍ତର କୁହନ୍ତି।

ତେବେ ହାର୍ଟ ଆରଥମିଆ କ’ଣ, ଏହା କେତେ ପ୍ରକାରର ଏବଂ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ଡାକ୍ତର ସ୍ୱେତାଙ୍କ ଦାସ କ’ଣ କହୁଛନ୍ତି, ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HeartArrythmia #IrregularHeartbeat #Healthcare #Treatment #causes #Prevention #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here