ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗୋଇଠି ବ୍ୟଥାର ସାଧାରଣ କାରଣ ହେଉଛି ମୋଟାପଣ, ଅଧିକ ସମୟ ଠିଆ ହେବା ଏବଂ ଭୁଲ ଆକାରର ଜୋତା ପିନ୍ଧିବା କିମ୍ବା ଗୋଇଠିରେ ଆଘାତ ଲାଗିବା।

ତେବେ ଗୋଇଠି ଯନ୍ତ୍ରଣାକୁ ଚିହ୍ନିବା ପାଇଁ କେଉଁ ପରୀକ୍ଷା କରାଯାଏ ଏବଂ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ଡାକ୍ତର ଆଲୋକ ପୃଷ୍ଟିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HeelPain #PainRelief #Causes #Treatment #OdiaHealthTips #DoctorAdvice

Comment