ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କଣ୍ଟ୍ରୋଲ୍ ରୁମ୍ କରିଛନ୍ତି ରାଜ୍ୟ ସରକାର। ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କ’ଣ ରହିଛି ଟୋଲ୍ ଫ୍ରି ନମ୍ବର।   

୧. ବିଏମସି (ଭୁବନେଶ୍ଵର) – ୧୯୨୯, ୭୮୦୯୮୯୬୬୨୧

୨. ବାଲେଶ୍ଵର – ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭

୩. ମୟୂରଭଞ୍ଜ – ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧

୪. ଭଦ୍ରକ – ୦୬୭୮୪-୨୫୧୮୮୧

୫. ଯାଜପୁର – ୦୬୭୨୮-୨୨୨୬୪୮

୬.କେନ୍ଦ୍ରାପଡ଼ା – ୦୬୭୨୭-୨୩୨୮୦୩

୭. କେନ୍ଦୁଝର – ୦୬୭୬୬-୨୫୫୪୩୭

୮. ଜଗତସିଂହପୁର – ୦୬୭୨୪-୨୨୦୩୬୮

୯. କଟକ – ୦୬୭୧-୨୫୦୭୮୪୨

୧୦. ଢେଙ୍କାନାଳ – ୦୬୭୬୨-୨୨୬୫୦୭, ୦୬୭୬୨-୨୨୧୩୭୬

୧୧. ଅନୁଗୁଳ – ୦୬୭୬୪-୨୩୦୯୮୦

୧୨. ପୁରୀ – ୦୬୭୫୨-୨୨୩୨୩୭

୧୩. ଖୋର୍ଦ୍ଧା – ୦୬୭୫୫-୨୨୦୦୦୨

୧୪. ଗଞ୍ଜାମ – ୦୬୮୧୧-୨୬୩୯୭୮

୧୫. ନୟାଗଡ଼ – ୦୬୭୫୩-୨୫୨୯୭୮

ବାତ୍ୟା ‘ଦାନା’ ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହା ପାରାଦୀପଠାରୁ ୪୯୦ କିଲୋମିଟର ଦୂରରେ ରଖିଥିବାବେଳେ ୫୨୦ କିଲୋମିଟର ଦୂରରେ ରହଛି। ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଆଡ଼େ ଆସୁଛି। ଏହା ଅକ୍ଟୋବର ୨୪ ରାତିରେ କିମ୍ବା ୨୫ ତାରିଖ ସକାଳେ ଓଡ଼ିଶାର ଧାମରା ଓ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ।

Tags: #CycloneDana #Rainfall #HelpLineNumber #Odisha #CycloneUpdates

LEAVE A REPLY

Please enter your comment!
Please enter your name here