ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଘୁଙ୍ଗୁଡ଼ି ସମସ୍ୟାର ଶିକାର ହୁଅନ୍ତି। ବିଶେଷ କରି ଛୋଟ ପିଲାଙ୍କ ଘୁଙ୍ଗୁଡ଼ି ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି ବାପା ମା’।
ତେବେ ଛୋଟ ପିଲା କାହିଁକି ଘୁଙ୍ଗୁଡ଼ି ମାରନ୍ତି, ପିଲାଙ୍କର ଘୁଙ୍ଗୁଡ଼ି ସମସ୍ୟା କେମିତି ଦୂର ହେବ, ସେ ବିଷୟରେ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗ ଡାକ୍ତର ପ୍ରଦୀପ୍ତ ରଞ୍ଜନ ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Snoring #SnoringInChildren #Treatment #OdiaHealthTips #DoctorAdvice