ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଯୌନ ସଞ୍ଚାରିତ ରୋଗ ଯେପରିକି ହ୍ୟୁମାନ୍ ପାପିଲୋମା ଭାଇରସ୍ ସର୍ଭାଇକାଲ କ୍ୟାନ୍ସରର ମୂଳ କାରଣ ହୋଇଥାଏ।
ତେବେ ଏହି ହ୍ୟୁମାନ ପାପିଲୋମା ଭାଇରସ୍ର କ’ଣ, କାହିଁକି ହୁଏ, କାହାକୁ ହେବାର ଅଧିକ ଆଶଙ୍କା ରହିଛି ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #HumanPapillomaVirus #HPV #Causes #Treatment #OdiaHealthTips #DoctorAdvice