ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଶରୀରରେ ଭାତୁଡ଼ିକୁ ନେଇ ଅଧିକାଂଶ ଲୋକ ଚିନ୍ତିତ ହୋଇପଡ଼ନ୍ତି। ଭାତୁଡ଼ି ବେକ, କାନ୍ଧ, ଜଙ୍ଘସନ୍ଧିରେ ଅଧିକ ହୋଇଥାଏ। ଯଦି ଚର୍ମରେ ଭାତୁଡ଼ି ବଢ଼ି ବଢ଼ି ଚାଲେ, ତେବେ ଏହା ଚିନ୍ତାର ବିଷୟ ବୋଲି ଡାକ୍ତର କୁହନ୍ତି।
ଭାତୁଡ଼ି କ’ଣ, କାହିଁକି ହୁଏ ଓ ଭାତୁଡ଼ିକୁ ହଟେଇବା ପାଇଁ କ’ଣ ରହିଛି ଚିକିତ୍ସା, ସେ ସମ୍ପର୍କରେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ଷଡ଼ଙ୍ଗୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Warts #Treatment #OdiahealthTips #DoctorsAdvice