ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ବିଜେପି ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛିା ଏଥିପାଇଁ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ ଡାକିଛିା

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ନେତା ଭାବେ ମନୋନୀତ କରାଯିବା ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବୋ

ବିଜେପିର ବୈଠକ ପରେ ଏନଡିଏର ବୈଠକ ଅନୁଷ୍ଠିତ ହେବା ଏହି ବୈଠକରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଲୋକ ଜନଶକ୍ତି ପାର୍ଟି ନେତା ରାମ ବିଳାସ ପାଶ୍ୱାନଙ୍କ ସମେତ ସମସ୍ତ ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ସାଂସଦ ଉପସ୍ଥିତ ରହିବୋ

ଉଭୟ ବୈଠକ ଶେଷ ହେବା ପରେ ଶାହ ଏନଡିଏ ନେତା ମାନଙ୍କ ସହିତ ଅଲଗା ଆଲୋଚନା କରିବୋ

LEAVE A REPLY

Please enter your comment!
Please enter your name here