ବାତ୍ୟାଞ୍ଚଳ ପାଇଁ ସହାୟତାର ହାତ ବଢ଼ାଇଲେ ବେଦାନ୍ତ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୪.୩ ଲକ୍ଷ ଟଙ୍କା ଦେଲେ ବେଦାନ୍ତ କର୍ମଚାରୀ। ବାତ୍ୟା ଫନିରେ ଉପକୂଳ ଓଡ଼ିଶା ଛାରଖାର ହୋଇଯାଇଥିଲା। ବିଶେଷକରି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା। ବାତ୍ୟା...

ଷ୍ଚକ୍ ମାର୍କେଟ୍ ଅପ୍‌ଡେଟ୍ (୭ ଜୁନ୍, ୨୦୧୯)

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ ଗୁରୁବାର ଭ।ରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ହୋଇଥିବ। ରେପୋ ରେଟ୍ ହ୍ରାସ ଯୋଗୁଁ ଷ୍ଚକ୍ ମ।ର୍କେଟରେ ପରିବର୍ତ୍ତନ ଦେଖାଦେଇଥିଲ। ଏହା ୨୦୧୯ର ସର୍ବ।ଧିକ ଦିନିକିଆ ହ୍ର।ସ ଥିଲା। କିନ୍ତୁ ଆଜି...

ଓଡିଶାଲାଇଭ୍ ଷ୍ଚକ୍ ମାର୍କେଟ୍ ଅପଡେଟ୍

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ୱ।ରା ହେବ।କୁ ଥିବା ମୁଦ୍ର।ନୀତିରେ ସଂଶୋଧନ ପ।ଇଁ ଷ୍ଚକ୍‌ ମାର୍କେଟ୍‌ରେ ପରିବର୍ତ୍ତନ ଦେଖାଦେଇଥିଲା। ଆଜି ଭ।ରତୀୟ ରିଜର୍ଭ ବ୍ୟାଙ୍କ୍‌ର ରେପୋ ରେଟ୍ ୬ରୁ ୫.୭୫ ପ୍ରତିଶତକୁ ହ୍ର।ସ...

ଅନଲାଇନରେ କେମିତି କରିବେ ପାନ୍ କାର୍ଡ ସହ ଅଧାର ଲିଙ୍କ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାର ପାନ ଓ ଆଧାରକାର୍ଡ ସଂଯୋଗ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ମାର୍ଚ୍ଚ ୩୧ ଯାଏଁ ଥିଲା କିନ୍ତୁ ସରକାର ଏହାର ସମୟସୀମା ସେପ୍ଟେମ୍ବର ୩୦, ୨୦୧୯କୁ...

ଆଧାରକାର୍ଡ ହଜିଯାଇଥିଲେ ଘରେ ବସି ପାଇପାରିବେ ନୂଆ କାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ସମସ୍ତ ଜରୁରୀ କାମ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏ ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ହଜିଯାଇଛି। ଏହା ସହିତ ଆଧାର ଲାଗି ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ...

୨୪ ଘଣ୍ଟାରେ ୩୦ ଜାହାଜ ଚଳାଚଳ କରି ରେକର୍ଡ ସୃଷ୍ଟି କଲା ପାରାଦୀପ ବନ୍ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପ ବନ୍ଦରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଜାହାଜ ଚଳାଚଳ କରିଛି। ବନ୍ଦର ଗୋଟିଏ ଦିନରେ ୩୦ଟି ଜାହାଜ ଚଳାଚଳ କରି ରେକର୍ଡ ହାସଲ କରିଛି। ସୋମବାର ସକାଳ ୭ଟାରୁ ମଙ୍ଗଳବାର ସକାଳ...

୨ଟଙ୍କା ବଢ଼ିଲା ଅମୂଲ କ୍ଷୀର ଦର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ସର୍ବ ବୃହତ୍‌ ଦୁଗ୍ଧ କମ୍ପନି ଅମୂଲ ଏହାର କ୍ଷୀର ଦର ବଢ଼ାଇଛି। କ୍ଷୀର ଲିଟର ପ୍ରତି ୨ଟଙ୍କା ଲେଖାଏଁ ମୂଲ୍ୟ ବଢ଼ାଇଛି ଅମୂଲ। ଏହି ଦର ବୃଦ୍ଧି କେବଳ ଅମୂଲ...

ଏକଜିଟ୍‌ ପୋଲ୍‌ ପରେ ସେୟାର ମାର୍କେଟ୍‌ରେ ହଇଚଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଫଳାଫଳକୁ ଆଉ ମାତ୍ର ୨ଦିନ ରହିଲା। ଏହାରି ମଧ୍ୟରେ ଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏବଂ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ଏକଜିଟ୍‌ ପୋଲ୍‌ ଜାରି...

ବାତ୍ୟା ପାଇଁ ଘୁଞ୍ଚିଲା ଜିଏସ୍‌ଟି ଦାଖଲର ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ପ୍ରଭାବିତ ଅଞ୍ଚଳ ଓଡ଼ିଶାରେ ଘୁଞ୍ଚିଲା ଜିଏସ୍‌ଟି ରିଟର୍ଣ୍ଣର ତାରିଖ। ବାତ୍ୟା ଫନି ପାଇଁ ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଥିବାରୁ ଜିଏସ୍‌ଟି ଦାଖଲ ତାରିଖ ଘୁଞ୍ଚାଇବା ପାଇଁ ଜିଏସ୍‌ଟି...

ଫନି ପ୍ରଭାବ – ମିଳୁନି ଟଙ୍କା, ଏଟିଏମ୍ ଆଗରେ ଲମ୍ବା ଲାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ସାମୁଦ୍ରିକ ଝଡ଼ ‘ଫନି’ ଚାଲି ଯାଇଛି। ହେଲେ ଏବେ ଯାଏଁ ସ୍ଥିତି ସୁଧୁରୁନି। ଫନିର ପ୍ରଭାବରେ ଶୁକ୍ରବାରଠାରୁ ବିଦ୍ୟୁତ୍ ଓ ଇଣ୍ଟରନେଟ୍ ସେବା ବ୍ୟାହତ ହେବା ଯୋଗୁଁ ବ୍ୟାଙ୍କଗୁଡ଼ିକର ଲିଙ୍କ୍ ଫେଲ୍...