କରୋନା ପାଇଁ ଆର୍‌ବିଆଇର ବଡ଼ ଘୋଷଣା – କମିଲା ବ୍ୟାଙ୍କର ସୁଧହାର, ତିନି ମାସ ଯାଏଁ ଦେବାକୁ ହେବନି...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁ ବ୍ୟାଙ୍କର କମିଲା ସୁଧ ହାର ୫.୧୫ରୁ ୪.୪୫ ପ୍ରତିଶତକୁ ଖସିଲା ସୁଧହାର ଗ୍ରାହକଙ୍କୁ ୩ ମାସ ଯାଏଁ ଇଏମ୍‌ଆଇରେ ମହଲତ ସବୁ ବ୍ୟାଙ୍କ ସିଆର୍‌ଆର୍‌ରେ ୧୦୦ ବେସିସ୍‌ ପଏଣ୍ଟ...

କରୋନା ଚିନ୍ତା – ନିର୍ମଳା ସୀତାରମଣଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ | LIVE Updates

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ କେନ୍ଦ୍ରର ପ୍ୟାକେଜ - ଗରିବ ଓ ଅସହାୟଙ୍କ ପାଇଁ ଚିନ୍ତା। କରୋନା ମୁକାବିଲା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଘୋଷଣା କରିଛନ୍ତି ଆର୍ଥିକ ପ୍ୟାକେଜ। ଏଥିରେ ଚାଷୀ, ନିର୍ମାଣ...

ସାମୟିକ ଭାବେ ଡେଲିଭରି ସେବା ବନ୍ଦ କଲା ଫ୍ଲିପ୍‌କାର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ପ୍ରମୁଖ ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟ ନିଜର ସେବାକୁ ସାମୟିକ ଭାବେ ବନ୍ଦ...

କେନ୍ଦ୍ର ଅଥର୍ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କରୋନା ରିହାତି: ମୁଖ୍ୟାଂଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପ୍ରଭାବରୁ ଭାରତୀୟ ଅର୍ଥନୀତିକୁ ସମ୍ଭାଳିବା ପାଇଁ ନିର୍ମଳାଙ୍କ ପ୍ରଥମ ପଦକ୍ଷେପ। ଆଗକୁ ଆସିପାରେ ବଡ଼ ପ୍ୟାକେଜ୍‌।  ବ୍ୟାଙ୍କ କାରବାର ଆପଣ ନିଜ ଡେବିଟ୍‌ କାର୍ଡରେ ଅନ୍ୟ କୌଣସି ବ୍ୟାଙ୍କରୁ ଯେତେଥର  ଟଙ୍କା ଉଠାଇଲେ...

ଏବେ ଯେ କୌଣସି ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ କଲେ ଶୁଳ୍କ ପଡ଼ିବ ନାହିଁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କୋଭିଡ୍‌-୧୯ ବା କରୋନା ମୁକାବିଲା ପାଇଁ ବିଭିନ୍ନ ବ୍ୟାଙ୍କର ଗ୍ରାହକମାନଙ୍କ ସୁବିଧା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବଡ଼ ଘୋଷଣା କରିଛନ୍ତି। ଏଣିକି ଯେ କୌଣସି ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା...

କରୋନା ପାଇଁ ଜୁନ୍‌ ୩୦କୁ ଘୁଞ୍ଚିଲା ପାନ୍‌ କାର୍ଡ ସହ ଆଧାର ଲିଙ୍କ ଅବଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାମାରୀ କରୋନା ଭାଇରସ୍‌ (କୋଭିଡ୍‌ ୧୯) ପାଇଁ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ କରିବାର ଅବଧି ବଢ଼ିଲା। କେନ୍ଦ୍ର ସରକାର ଏହି ଅବଧିକୁ ଜୁନ୍‌ ୩୦ ଯାଏଁ ବଢ଼ାଇଛନ୍ତି। ଏନେଇ...

ଜିଓ ଆଣିଲା ୱର୍କ-ଫ୍ରମ୍-ହୋମ୍ ଅଫର୍:  ୨୫୧ ଟଙ୍କାରେ ମିଳିବ ୧୨୦ ଜିବି ଡାଟା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାରଣରୁ ଏବେ ଅଧିକାଂଶ ଅଫିସ୍ କର୍ମଚାରୀ ଘରେ ରହି କାମ କରୁଛନ୍ତି। ଏହି ଅଫିସ୍ କର୍ମଚାରୀଙ୍କ ପାଇଁ ଜିଓ ଆଣିଛି ୱର୍କ-ଫ୍ରମ୍-ହୋମ୍ ଅଫର୍। ଏହି ଅଫରରେ ଗ୍ରାହକମାନେ ମାତ୍ର ୨୫୧...

‘କରୋନା’ ପ୍ରଭାବ, ସଙ୍କଟରେ ଅର୍ଥନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ଅର୍ଥବ୍ୟବସ୍ଥା ଲଗାତାର ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହା ସାଙ୍ଗକୁ କରୋନା ଭୂତାଣୁ ସଂକ୍ରମଣ ଫଳରେ ସୃଷ୍ଟି ହୋଇଥିବା ଭୟାବହ ପରିସ୍ଥିତି ଯୋଗୁଁ ପୁନଶ୍ଚ ଅର୍ଥନୀତିକୁ ବହୁତ ବଡ଼ ଝଟକା...

ଜିଓ ଆଣିଲା ନୂଆ ଅଫର୍ – ଡାଟା ଭାଉଚରରେ ମିଳିବ ଦୁଇଗୁଣା ଇଣ୍ଟରନେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଓ ଗ୍ରାହକମାନଙ୍କ କମ୍ପାନି ଆଣିଛି ନୂଆ ଅଫର୍। ଏଣିକି ଡାଟା ଭାଉଚରମାନଙ୍କରେ ଗ୍ରାହକମାନଙ୍କୁ ଦୁଇଗୁଣା ଇଣ୍ଟରନେଟ୍ ମିଳିବ। ୧୧ ଟଙ୍କା, ୨୧ ଟଙ୍କା, ୫୧ ଟଙ୍କା ଓ ୧୦୧ ଟଙ୍କାର ଡାଟା...

ହୋଟେଲ୍ ଶିଳ୍ପ ଉପରେ କରୋନା ମାଡ଼ – କଟକରେ ୫କୋଟି ଟଙ୍କାର ବୁକିଂ ବାତିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟବସାୟକୁ ନେଇ ଚିନ୍ତାରେ ଟୁର୍ ଅପରେଟର୍, ଟ୍ରାଭେଲ୍ ଏଜେନ୍ସି। କଟକ: କରୋନା ପ୍ରଭାବ ଏବେ ଅର୍ଥନୀତିକୁ ଦୋହଲାଇ ଦେଲାଣି। ସବୁ ବିଭାଗ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାଦ୍‌ ପଡିନି ହୋଟେଲ୍ ଶିଳ୍ପ।...