ଭାରତରେ ଲଞ୍ଚ ହେଲା Huawei Y9 Prime ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ କମ୍ପାନି ହୁଆୱି(Huawei) ଭାରତରେ ଲଞ୍ଚ କରିଛି ଏହାର ପ୍ରଥମ ପପ୍‌ ଅପ୍‌ ସେଲ୍‌ଫି କ୍ୟାମେରା ସ୍ମାର୍ଟଫୋନ 'ହୁଆୱି ୱାଇ୯ ପ୍ରାଇମ୍‌'। ଏହି ସ୍ମାର୍ଟଫୋନ ହେଉଛି ହୁଆୱି କମ୍ପାନିର...

୯୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ମାତ୍ର ୯୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା। ଇଣ୍ଡିଗୋ ଏୟାରଲାଇନ୍ସ ଆଣିଛି ଏହି ଶାନଦାର ଅଫର। ଏବେ ମାତ୍ର ୯୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା। ଇଣ୍ଡିଗୋ(Indigo) ଏୟାରଲାଇନ୍ସ କମ୍ପାନିର ୧୩...

କିମ୍‌ସରେ ଅତ୍ୟାଧୁନିକ ଫିଜିଓଥେରାପି କେନ୍ଦ୍ର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍‌ସରେ (କିମ୍‌ସ) ଅତ୍ୟାଧୁନିକ ଫିଜିଓଥେରାପି ଆକ୍ୟୁପେସ୍‌ନାଲ ଥେରାପି କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଛନ୍ତି। ଏହି...

ଗାଡ଼ିରେ ଲାଗୁଥିବା ବିଏସ୍‌ ଇଞ୍ଜିନ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସ୍‌(ଭାରତ ଷ୍ଟେଜ୍‌ ଏମିସନ ଷ୍ଟାଣ୍ଡାର୍ଡ) ବ୍ୟବସ୍ଥା ଲାଗୁ କରାଯାଇଛି। ୨୦୦୦ ମସିହାରେ...

କଳିଙ୍ଗ ହସ୍ପିଟାଲକୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର କାରଣ ଦର୍ଶାଅ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର କଳିଙ୍ଗ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଦିନ ତଳେ ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗ...

ହ୍ୱାଟ୍ସଆପ୍‌ରେ ମିଳୁଛି ୧୦୦୦ ଜିବିର ଡାଟା – ସାଇବର ସିକ୍ୟୁରିଟି କହିଲା ଗୁଜବ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ହ୍ୱାଟ୍ସଆପ୍‌ର ୧୦ ବର୍ଷ ପୂର୍ତ୍ତି ଅବସରରେ ଆପଣଙ୍କୁ ମିଳୁଛି ୧୦୦୦ ଜିବିର ଡାଟା ସମ୍ପୂର୍ଣ୍ଣ ମାଗଣା! ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ" ଏଭଳି ମେସେଜ୍‌ ଆପଣଙ୍କ ହ୍ୱାଟ୍ସଆପ୍‌କୁ ଆସିଛି କି? ସାବଧାନ! ଏହା...

କାହିଁକି ହାରିଗଲେ ସିସିଡି ପ୍ରତିଷ୍ଠାତା ସିଦ୍ଧାର୍ଥ? ପଢ଼ନ୍ତୁ ସିଦ୍ଧାର୍ଥଙ୍କ ଆବେଗଭରା ଶେଷ ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ ନିଖୋଜ ପୂର୍ବରୁ ସାମ୍ନାକୁ ଆସିଲା କାଫେ କଫି ଡେ’ ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ଶେଷ ଚିଠି। ‘’୩୭ ବର୍ଷ ହେଲା କଠିନ ପରିଶ୍ରମ କରି କମ୍ପାନିକୁ ଆଗକୁ ନେବାକୁ ଚାହୁଁଥିଲି। କାଫେ କଫି ଡେ’...

ଆମାଜନ ଲଞ୍ଚ୍ କରିବ ଫୁଡ ଡେଲିଭରି ଆପ୍

ଓଡ଼ିଶାଲାଇଭ ବ୍ୟୁରୋ ଭାରତର ସବୁଠୁ ବଡ଼ ଇ କମର୍ସ ଓ୍ୱେବସାଇଟ ଆମଜନ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆମାଜନ ଫୁଡ ଡେଲିଭରି ବିଜନେସରେ ଭାଗ୍ୟ ପରୀକ୍ଷା କରିବ ବୋଲି...

‘କାଫେ କଫି ଡେ’ର ପ୍ରତିଷ୍ଠାତା ବିଜି ସିଦ୍ଧାର୍ଥ ନିଖୋଜ

ଓଡ଼ିଶାଲାଇଭ ବ୍ୟୁରୋ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଜ୍ଵାଇଁ ତଥା ପ୍ରିତିଷ୍ଠିତ କଫି ସପ୍ 'କାଫେ କଫି ଡେ' (ସିସିଡି)ର ପ୍ରତିଷ୍ଠାତା ବିଜି ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ଅଛନ୍ତି। ଆଜି ସକାଳୁ...

ଏସ୍‌ବିଆଇ ଗ୍ରାହକଙ୍କୁ ଝଟକା – ଫିକ୍ସ ଡିପୋଜିଟ୍ ଉପରେ କମିଲା ସୁଧ ହାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକଙ୍କୁ ଝଟକା। ବିଭିନ୍ନ ଅବଧିରେ ଥିବା ଫିକ୍ସ ଡିପୋଜିଟ୍‌ ଅର୍ଥାତ୍‌ ଜମା ରାଶି ଉପରେ ଏସ୍‌ବିଆଇ ସୁଧ ହାର କମାଇ ଦେଇଛି। ଆସନ୍ତା ଅଗଷ୍ଟ ପହିଲାରୁ ଏହି...