ଆସନ୍ତାକାଲିଠୁ କଟକ, ଭୁବନେଶ୍ୱରର ୭ଟି ରୁଟ୍‌ରେ ଚାଲିବ ମୋ’ ବସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଓ ଭୁବନେଶ୍ୱର ୭ଟି ରୁଟ୍‌ରେ  ଆସନ୍ତକାଲିଠୁ ଗଡ଼ିବ ମୋ’ ବସ୍‌। ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ମୋ’ ବସ୍‌ ସେବା ମିଳିବ। ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ...

ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ, କୋହଳ ହେଉଛି କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବସ୍‌ରେ କେମିତି ରକ୍ଷା କରାଯିବ ସାମାଜିକ ଦୂରତା? (ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଓଡ଼ିଶାରେ କୋହଳ ହେଉଛି ଲକ୍‌ଡାଉନ୍‌ କଟକଣା। ଦୋକାନ ବଜାର ଓ ବିଭିନ୍ନ ଅଫିସ୍‌ ଖୋଲବା ପରେ ବସ୍‌, ଅଟୋ ଏବଂ...

ବିମାନ ସେବା ଆରମ୍ଭ କରିବା ପାଇଁ ଭୁବନେଶ୍ୱର ବିମାନ ବନ୍ଦର ପ୍ରସ୍ତୁତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ସେବା ଆରମ୍ଭ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଯେଉଁ ସବୁ...

ଲକ୍‌ଡାଉନ୍ ୪.୦ – ଭୁବନେଶ୍ୱରରେ ଖୋଲିବ ସେଲୁନ୍‌, ପାର୍ଲର, ସ୍ପା ଓ ଜଳଖିଆ ଦୋକନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେଲୁନ୍‌, ପାର୍ଲର ଓ ସ୍ପାର କର୍ମଚାରୀମାନେ ଗ୍ଲୋବ୍ସ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଭୁବନେଶ୍ୱରରେ ଖୋଲିବ ସେଲୁନ୍‌, ପାର୍ଲର ଓ ସ୍ପା। ଏହାସହ ରାସ୍ତାକଡ଼ ଜଳଖିଆ ଦୋକାନ ମଧ୍ୟ ଖୋଲି ପାରିବ। ଲକ୍‌ଡାଉନ୍‌...

ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ – ଶେଷ ଦର୍ଶନ କଲେ ରାଜ୍ୟପାଳ, ରାଜ୍ୟ ସରକାରଙ୍କ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିମାପଡ଼ା ବ୍ଲକର ଅଣ୍ଡିଆ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ହେବ ଶେଷକୃତ୍ୟ ସମ୍ପନ୍ନ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ...

ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ନମୁନା ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲରେ ହେବ କୋଭିଡ୍‌-୧୯ ନମୁନା ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର। ସମ୍‌ ହସ୍ପିଟାଲରେ କୋଭିଡ୍‌-୧୯...

ଭୁବନେଶ୍ୱର – ହୋଟେଲରେ ଖାଇବା ତରିକା ଏଣିକି ବଦଳିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକଡାଉନ ଉଠିବା ପରେ ଭୁବନେଶ୍ୱରରେ ହୋଟେଲ ଖାଇବା ଢାଞ୍ଚା ଓ ବ୍ୟବସ୍ଥା ପୂରାପୂରି ବଦଳିବାକୁ ଯାଉଛି। ଏଣିକି ପ୍ରି ଅର୍ଡର, କ୍ଲାଉଡ଼ କିଚେନ ଓ ଡିଜିଟାଲ ପେମେଣ୍ଟ ଉପରେ ଅଧିକ ଗୁରୁତ୍ୱ...

ଟ୍ରେନ୍ ବଗିରେ କରୋନା ହସ୍ପିଟାଲ – ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ହେବ କୋଭିଡ୍ କେୟାର ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଦୁଇଟି ରେଳ ଷ୍ଟେସନରେ ହେବ କୋଭିଡ୍ କେୟାର ସେଣ୍ଟର। ରେଳ ଷ୍ଟେସନରେ ଥିବା ରେଳ ବଗିରେ ଏହି କେୟାର ସେଣ୍ଟର ନିର୍ମାଣ କରାଯିବ। ଏନେଇ ଆଜି ରେଳ ମନ୍ତ୍ରଣାଳୟ ସମସ୍ତ...

ଓଡ଼ିଶା ପାଇଁ ଭଲ ଖବର – ଭୁବନେଶ୍ୱରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ଭିତରେ ରାଜ୍ୟ ପାଇଁ ଏକ ଖୁସି ଖବର ଆସିଛି। ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନାରୁ...

ଲକ୍‌ଡାଉନ୍‌ – ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ନିୟମ ପାଳନ କରିବାକୁ...