ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ନମୁନା ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲରେ ହେବ କୋଭିଡ୍‌-୧୯ ନମୁନା ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର। ସମ୍‌ ହସ୍ପିଟାଲରେ କୋଭିଡ୍‌-୧୯...

ଭୁବନେଶ୍ୱର – ହୋଟେଲରେ ଖାଇବା ତରିକା ଏଣିକି ବଦଳିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକଡାଉନ ଉଠିବା ପରେ ଭୁବନେଶ୍ୱରରେ ହୋଟେଲ ଖାଇବା ଢାଞ୍ଚା ଓ ବ୍ୟବସ୍ଥା ପୂରାପୂରି ବଦଳିବାକୁ ଯାଉଛି। ଏଣିକି ପ୍ରି ଅର୍ଡର, କ୍ଲାଉଡ଼ କିଚେନ ଓ ଡିଜିଟାଲ ପେମେଣ୍ଟ ଉପରେ ଅଧିକ ଗୁରୁତ୍ୱ...

ଟ୍ରେନ୍ ବଗିରେ କରୋନା ହସ୍ପିଟାଲ – ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ହେବ କୋଭିଡ୍ କେୟାର ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଦୁଇଟି ରେଳ ଷ୍ଟେସନରେ ହେବ କୋଭିଡ୍ କେୟାର ସେଣ୍ଟର। ରେଳ ଷ୍ଟେସନରେ ଥିବା ରେଳ ବଗିରେ ଏହି କେୟାର ସେଣ୍ଟର ନିର୍ମାଣ କରାଯିବ। ଏନେଇ ଆଜି ରେଳ ମନ୍ତ୍ରଣାଳୟ ସମସ୍ତ...

ଓଡ଼ିଶା ପାଇଁ ଭଲ ଖବର – ଭୁବନେଶ୍ୱରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ଭିତରେ ରାଜ୍ୟ ପାଇଁ ଏକ ଖୁସି ଖବର ଆସିଛି। ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନାରୁ...

ଲକ୍‌ଡାଉନ୍‌ – ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ନିୟମ ପାଳନ କରିବାକୁ...

କାହିଁକି ରେଡ୍‌ ଜୋନ୍‌ରେ ରହିଲା ଭୁବନେଶ୍ୱର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ରେଡ୍‌ ଜୋନ୍‌ରେ ରଖିଲେ ରାଜ୍ୟ ସରକାର। ମେ ପହିଲାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଏଥିରେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ...

ଧନ୍ୟ ଆମ ଚିକିତ୍ସା ବ୍ୟବସ୍ଥା – କରୋନା ଡରରେ ରୋଗୀଙ୍କୁ ଫେରାଇଦେଲେ ସନ୍‌ସାଇନ୍‌ ଓ ସ୍ପର୍ଶ ହସ୍ପିଟାଲ, ବାଟରେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ସନ୍‌ସାଇନ୍‌ ଓ ସ୍ପର୍ଶ ହସ୍ପିଟାଲର ମନମାନି ଛାତିରେ ଯନ୍ତ୍ରଣ ଭୋଗୁଥିବା ରୋଗୀଙ୍କୁ ଚିକିତ୍ସା କଲେନି ରୋଗୀଙ୍କୁ ଫେରାଇଦେଲେ, ଅଧାବାଟରେ ଗଲା ଜୀବନ ଭଡ଼ା ଘର ମାଲିକ ବି ଶବ...

କରୋନା – ଅରେଞ୍ଜ ଜୋନ୍‌ରେ ଭୁବନେଶ୍ୱର, ରେଡ୍‌ ଜୋନ୍‌ରେ ଓଡ଼ିଶାର ୩ ଜିଲ୍ଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରେଡ୍‌ ଜୋନ୍‌ରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର। କରୋନା ଭାଇରସ୍‌ର ପ୍ରକୋପ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରିଛନ୍ତି। ଏହି ତାଲିକାରେ...

ଆସନ୍ତାକାଲିଠୁ ନିୟମ କଡ଼ା – ଭୁବନେଶ୍ୱର, କଟକରେ ସାମାଜିକ ଦୂରତ୍ୱ ନରଖିଲେ ୫୦୦ ଟଙ୍କା ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଆସନ୍ତାକାଲିଠୁ ଲାଗୁ ହେବ ନୂଆ ନିୟମ। ଟୁଇନ୍‌ ସିଟିରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି କରାଯାଇଛି। ଦୋକାନ ଆଗରେ ଏବଂ ବିଭିନ୍ନ ବଜାରରେ ସାମାଜିକ ଦୂରତ୍ୱ...

ଓଡ଼ିଶାରେ ନାହିଁ ବାତ୍ୟା ଭୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ-ଆଣ୍ଡାମାନ ସାଗରରେ ଏପ୍ରିଲ ୩୦ ସୁଦ୍ଧା ଏବ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବାତ୍ୟା ହୋଇପାରେ ବୋଲି ଗତ କିଛିଦିନ ହେଲା ଆଲୋଚନା ହେଉଥିଲା।...