ଭସାଣ ଉତ୍ସବ ବେଳେ ରାଜଧାନୀରେ କେଉଁ ରୁଟ୍‌ ରହିବ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଲାଣି ନେବେ ମା’। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିପାଇଁ କଟକର ଦେବୀଗଡ଼ ଏବଂ ଭୁବନେଶ୍ୱରର କୁଆଖାଇ ଓ ଦୟା ନଦୀ ଏବଂ ଭାଗର୍ଭୀ ନବୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରିଛି...

ମେଲାଣି ନେବେ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠରେ ଲୀଳାଖେଳା ସାରି ବିଦାୟ ନେବେ ମା’। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।  ବାଜା, ବାଣ ପଟୁଆରରେ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ କଟକର ଦେବୀଗଡା ଏବଂ ଭୁବନେଶ୍ୱରର କୁଆଖାଇ ଓ ଦୟା...

ମେଲାଣି ନେବେ ମା’, ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶାରଦୀୟ ଦୁର୍ଗା ପୂଜାର ଆଜି ହେଉଛି ଶେଷ ଦିନ। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା’। ବାଜା, ବାଣ ପଟୁଆରରେ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ ପ୍ରସ୍ତୁତି...

ବିଜୟା ଦଶମୀ : କଟକ-ଭୁବନେଶ୍ୱରରେ ଖଚାଖଚ୍ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟରେ ଆଜି ବିଜୟା ଦଶମୀ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ବିଶେଷକରି ଟୁଇନ୍‌ ସିଟି କଟକ ଏବଂ ଭୁବନେଶ୍ୱରରେ ବିଜୟଦଶମୀ ଉପଲକ୍ଷେ ଖଚାଖଚ୍‌ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଜୟାଦଶମୀ...

ରାଜଧାନୀରେ ରାବଣ ପୋଡ଼ି ଲାଗି ବଦଳିଲା ରୁଟ୍‌: ଜାଣନ୍ତୁ କେଉଁ ବାଟରେ ଯିବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଣନ୍ତୁ ରାବଣ ପୋଡ଼ି ବେଳେ କେଉଁ ପଟେ ଯାତାୟାତ କରିବେ। ଭୁବନେଶ୍ୱରରେ ରାବଣ ପୋଡ଼ି ପାଇଁ ବିଭିନ୍ନ ରାସ୍ତାର ଗତିପଥକୁ ବଦଳାଇଛି କମିସନରେଟ୍ ପୋଲିସ୍। ମଙ୍ଗଳବାର ଭସାଣ ଦିନ ଅପରାହଣ୍ ୪ଟାରୁ ରାତି...

ଦଶହରା ବଜାରରେ ଖଚାଖଚ୍ ଭିଡ଼, ଟ୍ରାଫିକ୍ ଜାମରେ ଫସିଲେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠକୁ ଆସିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ଆଜି ମଣ୍ଡପରେ ମା’ଙ୍କର ମହାନବମୀ ପୂଜା ହୋଇଥିଲା। ମା’ଙ୍କ ଦର୍ଶନ କରିବା ପାଇଁ ଆଜି କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଖଚାଖଚ୍‌...

କଂଗ୍ରେସ ନେତା ସୁର କହିଲେ – ‘‘ଆମ ଦଳରେ ରାବଣ ଅଛନ୍ତି’’

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଓଡ଼ିଶା ରାଜନୀତିରେ ରାବଣ ୨ରୁ ୩ ଜଣ ଅଛନ୍ତି। ସବୁ ଦଳରେ ରାବଣ ଅଛନ୍ତି ଏବଂ ଆମ ଦଳରେ ବି ରାବଣ ଅଛନ୍ତି। ସେମାନେ ରାବଣର ସ୍ୱର୍ଣ୍ଣ ଲଙ୍କା ଭଳି ମହଲ...

ଫଟୋରେ ଫଟୋରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିଆଡ଼େ ଦୁର୍ଗାପୂଜାର ଧୁମ୍‌। ଆଜି ମା’ଙ୍କ ମହାନବମୀ ପୂଜା। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀରେ ଆକର୍ଷଣୀୟ ତୋରଣକୁ ମା’ଙ୍କ ସୁନ୍ଦର ମୃଣ୍ମୟୀ ମୁର୍ତ୍ତି ଲୋକଙ୍କ ମନ ମୋହୁଛି। ଦେବୀଙ୍କ...

ଦାଣ୍ଡିଆ ନାଚରେ ମତୁଆଲା ରାଜଧାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ZCjdPpej4nk] ଧରାପୃଷ୍ଠରେ ଅବତରଣ କଲେ ଜଗତଗନନୀ ମା’ ଦୁର୍ଗାପୂଜା। ଏହି ପାରମ୍ପରିକ ମାହୋଲ୍‌ରେ ସମସ୍ତଙ୍କଠାରେ ଦେଖିବାକୁ ମିଳିଛି ଦାଣ୍ଡିଆ ନାଚର ମଉଜ। କିଏ ଗୁଜୁରାଟି ଢାଞ୍ଚାରେ ବେଶ ପୋଷାକ ହେଉଛି ତ...

ଅକ୍ଟୋବର ୫ରୁ ୯ – ଦିନ ୨ଟା ପରେ ଗଡ଼ିବନି ‘ମୋ ବସ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍ବଣରେ ଉତ୍ସବମୁଖର ହୋଇଛି ଟୁଇନ୍‌ ସିଟି। ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ଉଭୟ ମଣ୍ଡପ ଓ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହେଲାଣି। ପାର୍ବଣ ସମୟରେ ଭିଡ଼ ଅଧିକ ପରିଲକ୍ଷିତ...