ଖଣିର ଇ-ନିଲାମୀ – ଚାରି ଦିନରେ ୪ ବଡ଼ ଖଣିର ନିଲାମ ଶେଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ସୁଦ୍ଧା ୨୪ ଖଣିର ନିଲାମ କରିବାକୁ ସରକାରଙ୍କ ଲକ୍ଷ୍ୟ। ଏବେ ପୁଣି ଚର୍ଚ୍ଚାରେ ଓଡ଼ିଶାର ବିଭିନ୍ନ ଖଣି। ଖଣି ଦୁର୍ନୀତିକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ରାଜ୍ୟ ସରକାର ଖଣି ନିଲାମୀ...

ସମ୍ ହସ୍ପିଟାଲରେ ବିଶ୍ୱ କର୍କଟ ଦିବସ – ‘‘ସଚେତନତା ହିଁ କାନ୍ସର ରୋକି ପାରିବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଛି। ସଚେତନତା ଏବଂ ଜୀବନଶୈଳୀରେ...

ଜେଲ୍‌ରୁ ମୁକୁଳିଲେ ଆଇଏଏସ୍‌ ବିଜୟକେତନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଆଇଏଏସ୍‌ ବିଜୟକେତନ ଉପାଧ୍ୟାୟ। ସୋମବାର ହାଇକୋର୍ଟ ତାଙ୍କୁ ଜାମିନ୍‌ ଦେଇଥିଲେ। ମଙ୍ଗଳବାର ଦିନ ତଳ କୋର୍ଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଦାଖଲ କରାଯାଇଥିଲା। ତଳକୋର୍ଟରେ ଜାମିନ ପ୍ରକ୍ରିୟା ଶେଷ...

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶ୍ୱ କର୍କଟ ଦିବସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ପାଳିତ। କର୍କଟ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବ୍ରୁଆରି ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ...

ସହରାଞ୍ଚଳରେ ନିର୍ମାଣକାରୀଙ୍କୁ ଆଶ୍ୱସ୍ତି: ଆହୁରି ୧୫ ଦିନ ବଢ଼ିଲା ସର୍ବକ୍ଷମା ଯୋଜନାର ଅବଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହରାଞ୍ଚଳରେ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଗୃହକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସର୍ବକ୍ଷମା’ ଯୋଜନାର ଅବଧି ଆଉ ୧୫ ଦିନ ପାଇଁ ବଢ଼ିଲା। ଏନେଇ ଆଜି...

ସୋଆ ସାହିତ୍ୟ ଉତ୍ସବ : ‘‘କବିତାକୁ ବୁଝିହେଲା ଭଳି ଲେଖାଯିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହେଲା ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବ। ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ସୋଆ ସାହିତ୍ୟ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ...

ଆଜିଠୁ ବେଆଇନ କଲ୍ୟାଣ ମଣ୍ଡପ ସିଲ କରିବ ବିଏମ୍‌ସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିନା ବିଲ୍ଡିଂ ପ୍ଲାନ୍‌, ଟ୍ରେଡ୍‌ ଲାଇସେନ୍ସ, ଆବର୍ଜନା ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ଆଜିଠୁ ସିଲ୍‌ କରିବ ବିଏମ୍‌ସି। ପୂର୍ବରୁ ୮୦ଟି କଲ୍ୟାଣ ମଣ୍ଡପକୁ ବିଏମ୍‌ସି ପକ୍ଷରୁ...

ରାଜଧାନୀର ଏହିସବୁ ଅଞ୍ଚଳରେ ବାଇକ୍‌ ପାର୍କିଂ ମନା, ନଚେତ୍‌ ଦେବେ ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିବା ମନା। ବାପୁଜି ନଗର, ରାଜମହଲ, ଏଜି ଛକ ଓ ଶିଶୁ ଭବନ ଛକ ଅଞ୍ଚଳରେ ରାସ୍ତା କଡ଼ରେ ରଖିପାରିବେନି ବାଇକ। ଏନେଇ କମିସନରେଟ୍‌...

ସୁସ୍ଥ ଖାଦ୍ୟ ପାଇଁ ସୁସ୍ଥ ମାଟି ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଜ୍ଞାନ ଆବଶ୍ୟକ – ପ୍ରଫେସର ରାଧାମୋହନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବାର୍ଷିକ କର୍ମଶାଳା ଅନୁଷ୍ଠତି ହୋଇଯାଇଛି। ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ସୁସ୍ଥ ମାଟି ସହିତ ସ୍ୱଚ୍ଛତା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରିବା ଦରକାର। ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ବାର୍ଷିକ କର୍ମଶାଳାରେ ଯୋଗଦେଇ...

ସାହିତ୍ୟ ଚିଲିକା ପରି ସ୍ୱଚ୍ଛ ହେବା ଆବଶ୍ୟକ – ଡକ୍ଟର ସିତାଂଶୁ ୟଶଚନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ। “ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ସହ ଏହାର ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି। ଆମ ଚତୁର୍ଦ୍ଦିଗର ଘଟଣାକୁ ଲକ୍ଷ୍ୟ...