ଭୁବନେଶ୍ୱରରେ ବୈଦିକ ସ୍ମରଣ ଶକ୍ତି ଶିବିର, ପିଲାଙ୍କୁ ମାଗଣାରେ କୌଶଳ ଶିଖାଇବେ ‘ମେମୋରି ଜିନିୟସ୍’ ବୀରେନ୍ଦର ମେହେଟ୍ଟା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=rgs-ptPjcOg
ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମାଗଣାରେ ଶିବିର
ବିଶେଷଜ୍ଞ ବତାଇବେ ମନେ ରଖିବାର କଳା
ସ୍ମୃତି କୌଶଳ ଓ ଅଭ୍ୟାସ ବଳରେ ମିଳି ପାରିବ ସଫଳତା
ପ୍ରତିଟି ମଣିଷର...
ଭୁବନେଶ୍ୱର ଷ୍ଟେସନକୁ ଆସିଲା ସେଗ୍ ଓ୍ୱେ ସ୍କୁଟର – କମ୍ ସମୟରେ ପ୍ଲାଟଫର୍ମରେ ପାଟ୍ରୋଲିଂ କରିପାରିବେ ଆରପିଏଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଷ୍ଟେସନକୁ ମଙ୍ଗଳବାର ଆସିଛି ସେଗ୍ ଓ୍ୱେ ସ୍କୁଟର। ଏହି ଅତ୍ୟାଧୁନିକ ସ୍କୁଟର ସିଷ୍ଟମକୁ ଭୁବନେଶ୍ୱର ଷ୍ଟେସନରେ ବ୍ୟବହାର କରିବେ ଆରପିଏଫ୍। ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନରେ ଏହି...
ଆଜିଠୁ ପରୀକ୍ଷାମୂଳକ ଭାବେ ଗଡ଼ିବ ବିଦ୍ୟୁତ୍ ଚାଳିତ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଭୁବନେଶ୍ୱରରେ ଗଡ଼ିବ ବିଦ୍ୟୁତ୍ଚାଳିତ ବସ୍। ୧୦ଦିନ ଯାଏଁ ବିନା ଯାତ୍ରୀରେ ଏହି ବିଦ୍ୟୁତ୍ ଚାଳିତ ବସ୍ ରାଜଧାନୀର ବିଭିନ୍ନ ରୁଟ୍ରେ ଗଡ଼ିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।
ତେବେ ରାଜଧାନୀରେ ଦୁଇଟି...
ସମ୍ରେ ଜାତୀୟ ଅପସ୍ମାର ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ସୋମବାର ଜାତୀୟ ଅପସ୍ମାର ଦିବସ ପାଳନ ହୋଇଯାଇଛି। ସମ୍ ହସ୍ପିଟାଲ୍ର ସ୍ନାୟୁରୋଗ ବିଭାଗ ପକ୍ଷରୁ ଏକ...
ଶ୍ରେଷ୍ଠ ସିଟି ବସ୍ ପୁରସ୍କାର ପାଇଲା ‘ମୋ ବସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରେଷ୍ଠ ସହରାଞ୍ଚଳ ବସ୍ ସେବା ପାଇଁ ‘ମୋ ବସ୍’କୁ ମିଲିଲା ‘ଶ୍ରେଷ୍ଠ ସିଟି ବସ୍’ ପୁରସ୍କାର। ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ୧୨ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନ୍ଫରେନ୍ସ-୨୦୧୯...
ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ପ୍ରେସ୍ ଦିବସ’ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
“ସମାଜରେ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ଦିନକୁ ଦିନ ନିଜ ଭିତରେ ଅନେକ ପରିବର୍ତ୍ତନ ଆଣିବା ସହ ସମାଜରେ ମଧ୍ୟ ପରିବର୍ତ୍ତନ ଆଣିପାରିଛି”, ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ପ୍ରେସ୍...
ଏଣିକି ଅନଲାଇନରେ ମିଳିବ କଲେଜ୍ ସାର୍ଟିଫିକେଟ୍, ପରୀକ୍ଷାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଘରେ ବସି ପାଇପାରିବେ ମାର୍କସିଟ୍ ଓ ସାର୍ଟିଫିକେଟ୍। ପ୍ରୋଭିଜିନାଲ ସାର୍ଟିଫିକେଟଠାରୁ ଆରମ୍ଭ କରି ମାଇଗ୍ରେସନ୍, ସିଏଲସି ପାଇଁ ଆଉ ବାରମ୍ବାର କଲେଜ ଦୌଡ଼ିବାକୁ ପଡ଼ିବ ନାହିଁ। ଏଣିକି ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ...
ସାଇକେଲରେ ଶ୍ରୀଲଙ୍କା ଭ୍ରମଣ: ଶାନ୍ତିର ବାର୍ତ୍ତା ଦେଲେ ଓଡ଼ିଶାର ଦୁଃସାହସିକ ସାଇକେଲ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୮ ଦିନ, ୮ଟି ସ୍ଥାନ, ୮୦୦ କିଲୋମିଟର, ୮ଟି ସାଇକେଲ୍ ଓ ୮ ଜଣ ସାଇକ୍ଲିଷ୍ଟ ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ ଶ୍ରୀଲଙ୍କା ଯାତ୍ରା କରି ଦୁଃସାହସିକତାର ପରିଚୟ ଦେଇଛନ୍ତି...
ସିଫାରେ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ କଂଗ୍ରେସ – ‘‘କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଜଳଜୀବ କୃଷିର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ଗବେଷଣା କେନ୍ଦ୍ରଠାରେ ତିନିଦିନିଆ ଚତୁର୍ଥ ପିଲ୍ଲେ ଜଳଜୀବ ପ୍ରତିଷ୍ଠାନ ଅଧିବେଶନ କଂଗ୍ରେସ ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ...
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଆଜି ମଧ୍ୟାହ୍ଣ ୧୨ଟା ୧୫ମିନିଟ୍ରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ମନ୍ତ୍ରୀମାନଙ୍କୁ...





















