ଅକ୍ଟୋବର ୨୯ରୁ ଭୁବନେଶ୍ୱରରୁ ଗୌହାଟୀକୁ ଦୈନିକ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆସାମର ଗୌହାଟୀକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଅକ୍ଟୋବର ୨୯ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ରୁଟରେ ଦୈନିକ ବିମାନ ଚଳାଚଳ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ଶିକ୍ଷାବର୍ଷ ଲାଗି ‘ସ୍ପଟ୍ ନାମଲେଖା’ ଅକ୍ଟୋବର ୧୬ରୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ୩୧ ତାରିଖ ଯାଏଁ ଚାଲିବ। ଓଡ଼ିଶାର...

ନିଶା ଦେଇ ଯାତ୍ରୀଙ୍କୁ ଲୁଟିବା ଅଭିଯୋଗରେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଶା ଦେଇ ଯାତ୍ରୀମାନଙ୍କୁ ଲୁଟିବା ଅଭିଯୋଗରେ ମାଷ୍ଟରମାଇଣ୍ଡ ସରିଫା ଖାତୁନଙ୍କ ସମେତ ୪ ଜଣଙ୍କୁ ଶନିବାର ଦିନ ଗିରଫ କରିଛି କମିଶନରେଟ ପୋଲିସ। ସରିଫା ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା, ନୟାଗଡ଼ର...

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସମନ ହସ୍ତାନ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ସମନ ହସ୍ତାନ୍ତର କରାଯାଇଛି। ଭୁବନେଶ୍ଵରଠାରେ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟଙ୍କ ପକ୍ଷରୁ ସ୍ପେସାଲ ମେସେଞ୍ଜର ଜରିଆରେ ସମନ ହସ୍ତାନ୍ତର...

ଭୁବନେଶ୍ଵର ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ, ୩ଟି ମାମଲାରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ବିଜେବି ମହାବିଦ୍ୟାଳୟକୁ ମିଳିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନୋଟିସ। କଲେଜର ୩ଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା କରାଯାଇନଥିବାରୁ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟୀକରଣ ମାଗିଛି। ଖୁବଶୀଘ୍ର ଏହାର ଉତ୍ତର ଦେବାକୁ କଲେଜ...

ବାହାନଗା ଟ୍ରେନ ଟ୍ରାଜେଡି: ୨୮ ଅଚିହ୍ନା ମୃତଦେହର ସତ୍କାର ଶେଷ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ସିରିଜ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୨୮ଟି ଅଚିହ୍ନା ମୃତଦେହର ସଂସ୍କାର କାର୍ଯ୍ୟ ଶେଷ ହୋଇଛି। ମଙ୍ଗଳବାର ଦିନ ଏମ୍ସ ହସ୍ପିଟାଲ ପକ୍ଷରୁ ମୃତଦେହ ବିଏମସିକୁ ହସ୍ତାନ୍ତର...

ପ୍ରତି ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଶୁଭାରମ୍ଭ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା ସାରା ରାଜ୍ୟରେ ଖର୍ଚ୍ଚ ହେବ ୩,୩୯୭ କୋଟି...

ବାହାନଗା ଟ୍ରେନ ଟ୍ରାଜେଡି: ୨୮ ଅଚିହ୍ନା ମୃତଦେହର ସତ୍କାର କାର୍ଯ୍ୟ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ସିରିଜ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୨୮ଟି ଅଚିହ୍ନା ମୃତଦେହର ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଏମ୍ସ ହସ୍ପିଟାଲ ପକ୍ଷରୁ ମୃତଦେହ ବିଏମସିକୁ ହସ୍ତାନ୍ତର...

ଓଡ଼ିଶାର ପୂର୍ବତନ ପୋଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ପୋଲିସ ଡିଜି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଛି। ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ...

ଅକ୍ଟୋବର ୩୧ ଯାଏଁ ବସ୍ ଧର୍ମଘଟ ସ୍ଥଗିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ବସ୍ ଧର୍ମଘଟକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଅଲ ଓଡ଼ିଶା ବସ ମାଲିକ...