ମୌସୁମୀ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା, ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ୨ ସପ୍ତାହ ବିଳମ୍ବରେ ଓଡ଼ିଶାରେ ପହଞ୍ଚିଛି। ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ଓଡ଼ିଶାରେ ଅଗ୍ରସର ହୋଇଛି ମୌସୁମୀ। ଏହା ପ୍ରଭାବରେ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ...

ମୁକ୍ତା ଯୋଜନାରେ ପ୍ରକଳ୍ପ ପରିଚାଳନା ପାଇଁ ମିଶନ ଶକ୍ତି ମହିଳାଙ୍କୁ ଦିଆଯିବ ଦକ୍ଷତା ବିକାଶ ତାଲିମ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ପରିଚାଳନା କରିବା ପାଇଁ ମିଶନ ଶକ୍ତି ଏସଏଚଜି ମହିଳାଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ଏଥିପାଇଁ ଜୁନ ୨୨...

ଓଡ଼ିଶା ଛୁଇଁଲା ମୌସୁମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଦିନ ଓଡ଼ିଶା ଛୁଇଁଛି। ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ଅଗ୍ରସର ହୋଇଛି ମୌସୁମୀବାୟୁ। ଏଥିପାଇଁ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ...

କ୍ୟାବିନେଟ ନିଷ୍ପତ୍ତି: ରାଜ୍ୟରେ ଦୁଇ ବର୍ଷରେ ନିର୍ମାଣ ହେବ ୩ ହଜାର ୪୦୪ କିଲୋମିଟର ରାସ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗମନାଗମନର...

ଆଇଟିଆଇ ଓ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍‌ କରିଥିବା ଯୁବ ଗୋଷ୍ଠୀଙ୍କ ସ୍ଵପ୍ନ ପାଇଁ ନୂଆ ଉଡ଼ାଣ-‘ବିଶ୍ଵ ଦକ୍ଷତା କେନ୍ଦ୍ର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ତ୍ତମାନ ସମୟ ବଦଳିଛି। ବିଶ୍ୱବ୍ୟାପି ବିଭିନ୍ନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶାର ଯୁବ ଗୋଷ୍ଠୀଙ୍କୁ ଏହାର ସୁଯୋଗ ଦେବା ଲାଗି ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ...

ମୁକ୍ତା ଯୋଜନା: ୧୦ ଜିଲ୍ଲାର ୩୬ ପୌରାଞ୍ଚଳ ପାଇଁ ୨୨୫ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୧୦ଟି ଜିଲ୍ଲାର ୩୬ଟି ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାର ତୃତୀୟ ପର୍ଯ୍ୟାୟରେ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ଢେଙ୍କାନାଳ,...

ଓଡ଼ିଶାର ଶାସନ ବ୍ୟବସ୍ଥା ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ହାତକୁ ଚାଲିଯାଇଛି – ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି ରାଜ୍ୟ ସରକାରଙ୍କ ସଚିବଙ୍କ ନାଁ ନନେଇ ବର୍ଷିଲେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ "ଯଦି ରାଜନୀତି କରିବାର ଇଚ୍ଛା...

ରାଜ୍ୟରେ ବଢ଼ିଲା ଖରା ଛୁଟି, ଏବେ ଜୁନ ୨୧ରୁ ଖୋଲିବ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଦ୍ୟାଳୟଗୁଡ଼ିକର ଖରା ଛୁଟିର ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ଜୁନ ୨୧ ତାରିଖରେ ରାଜ୍ୟର ସବୁ ବିଦ୍ୟାଳୟ ଖୋଲିବ। ପୂର୍ବରୁ ଜୁନ ୧୯ ତାରିଖରେ ସ୍କୁଲ ଖୋଲିବାକୁ ଘୋଷଣା...

ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ମଙ୍ଗଳବାର ଦିନ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବେ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ...

ଉପକୂଳ ଜିଲ୍ଲାରେ ଗରମରୁ ଆଶ୍ଵସ୍ତି, ପଶ୍ଚିମ ଓଡ଼ିଶାରେ ଜାରି ରହିବ ନିଆଁ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କିଛି ଦିନ ଧରି ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଖରା ଓ ଗୁଳୁଗୁଳି ଯୋଗୁଁ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହେଉଛି।...