‘ରୋଜିସ୍ କିଚେନ’ରୁ ସଫଳ ମହିଳା ଉଦ୍ୟୋଗୀ ସରୋଜା ଚୌଧୁରୀ

ସଂଗୀତା ମାନସିଂହ [youtube https://www.youtube.com/watch?v=P-0dzxp_1IY] ରୋଷେଇ ଆସୁନଥିଲା ବୋଲି ଦିନେ ଯିଏ ଶାଶୂଙ୍କଠାରୁ ପଦିଏ ମିଠା ଗାଳି ଶୁଣିଥିଲେ, ଏବେ ତାଙ୍କ ହାତ ରନ୍ଧା ଖାଦ୍ୟ ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା। ଭୁବନେଶ୍ୱରରେ...

ଓଡ଼ିଶା ଜୁନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨ରେ ସୁନ୍ଦରଗଡ଼ ଟିମ୍ ଚାମ୍ପିୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ‘ଜୁନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨’ରେ ସୁନ୍ଦରଗଡ଼ ହକି ଟିମ୍‌ ଚାମ୍ପିୟନ ହୋଇଛି। ଶୁକ୍ରବାର କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦେବଗଡ଼...

୨୦୨୧-୨୨ ଆର୍ଥିକ ବର୍ଷରେ ନାଲ୍‌କୋର ରେକର୍ଡ ଲାଭ ୨,୯୫୨ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ନାଲ୍‌କୋର ୪୧ତମ ବାର୍ଷିକ ସାଧାରଣ ବୈଠକ ୧୪,୧୮୧ କୋଟି ଟଙ୍କାର ରେକର୍ଡ ଆୟ ଟିକସ ପରିବର୍ତ୍ତୀ ଲାଭ ୨,୯୫୨ କୋଟି ଦେଶର ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ୨୦୨୧-୨୨ ଆର୍ଥିକ ବର୍ଷରେ...

ପ୍ରଶାସନିକ କୋଠା ଉଚ୍ଚତାକୁ ନେଇ ସଂସ୍କୃତି ବିଭାଗକୁ ଚିଠି ଲେଖିଲେ ଶ୍ରୀମନ୍ଦିର ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତାକୁ ନେଇ ନାସନାଲ ମୁନମେଣ୍ଟ ଅଥରିଟି(ଏନଏମଏ) ର ସୁପାରିସକୁ ବିରୋଧ କରି ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ପ୍ରଶାସନିକ କୋଠାର ଉଚ୍ଚତା ୭.୫୦...

ସମ୍ ହସ୍ପିଟାଲରେ ସୁସ୍ଥ ହେଲା ପୋଡ଼ି ଯାଇଥିବା ୪ ବର୍ଷର ଶିଶୁକନ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ଦୁର୍ଘଟଣାର ଶିକାର ହୋଇ ୪ ବର୍ଷର ପ୍ରଜ୍ଞା ପ୍ରିୟଦର୍ଶିନୀର ଶରୀର ୩୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଜ୍ଞାକୁ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର...

ସିନିୟର ପରେ ଭୁବନେଶ୍ଵରରେ ଚାଲିଛି ଜୁନିୟର ମେନ୍ ହକି ଚାମ୍ପିୟନସିପ୍ସ ୨୦୨୨ – ସେପ୍ଟେମ୍ଵର ୨୩ରେ ହେବ ଫାଇନାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=9w-CXD11coE] ହକି ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଭୁବନେଶ୍ଵରଠାରେ ୬ ଦିନିଆ ସିନିୟର ମେନ୍ ହକି ଚାମ୍ପିୟନସିପ୍ସ ଶେଷ ହେବା ପରେ ସେପ୍ଟେମ୍ଵର ୧୮ ତାରିଖରୁ ଆରମ୍ଭ ହୋଇଛି ‘ଜୁନିୟର ମେନ୍...

ହକି ବିଶ୍ୱକପ୍ ପାଇଁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ସୁନ୍ଦରଗଡ଼...

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ଜାନୁଆରି ମାସରେ ଭୁବନେଶ୍ୱର ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାମ କରାଯାଉଛି। ମଙ୍ଗଳବାର...

କଟକ ସିଏମସି କାର୍ଯ୍ୟାଳୟରେ ତିନିଦିନିଆ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଘରୋଇ ସ୍ୱେରେଜ୍ ତଥା ଜଳ ସଂଯୋଗର ସୁବିଧା ନିମନ୍ତେ କଟକ ସିଏମସି କାର୍ଯ୍ୟାଳୟରେ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସିଏମସି ଏବଂ...

ଚୌଧୁରୀ ବଜାର ଦୁର୍ଗାପୂଜାରେ ନିଆରା ପରମ୍ପରା: ମା’ଙ୍କ ପାଖରେ ଭୋଗ ହୁଏ ପରିବା ଚୋପା-ଜହ୍ନିପୋଡ଼ା’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗାପୂଜାର ସବୁଠୁ ବଡ଼ ଆକର୍ଷଣ ହେଉଛି ଚାନ୍ଦିମେଢ଼। ଆଉ ଏଠାରେ ଚାନ୍ଦିମେଢ଼ର ପରମ୍ପରା ଆରମ୍ଭ କରିଥିବା ପୂଜା କମିଟି ହେଉଛି ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟି। କେବଳ ଚାନ୍ଦି...

ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏନଏସଏସ ସାମିଲ ହେବା ଆବଶ୍ୟକ: ବିଷ୍ଣୁପଦ ସେଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସମାଜ ସେବା ସହିତ ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନ୍ୟାସନାଲ ସର୍ଭିସ ସ୍କିମ (ଏନଏସଏସ) ନିଜକୁ ସାମିଲ କରିବା ଉଚିତ ବୋଲି ଶିକ୍ଷା ଓ...