ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଦାଣ୍ଡକୁ ଆସି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳା ନନ୍ଦ ସରସ୍ଵତୀ ମହାରାଜ। ପ୍ରଥମେ ବଳଭଦ୍ର, ଦ୍ୱିତୀୟରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ...

ଘୋଷଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ...

ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରାକୁ ନେଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନ ଆଜି ଆନନ୍ଦରେ ନାଚିଉଠିଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେବା ଖବର ଶୁଣି ମଉଳି ଯାଇଥିବା...

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି – ବିନା ଭକ୍ତରେ ଗୁଣ୍ଡିଚା ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ତାଳଧ୍ଵଜ ରଥରେ ବିଜେ କରିଛନ୍ତି ପ୍ରଭୁ ବଳଭଦ୍ର, ପରେ ଦେବଦଳନ...

ବିଧାନସଭା ପରିସରରେ କ୍ୟାଣ୍ଟିନ ଖୋଲିବ ଓଟିଡିସି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା ଓଟିଡିସି ବିଧାନସଭା ପରିସରରେ ଏକ କ୍ୟାଣ୍ଟିନ ଖୋଲିବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓଟିଡିସି ଓ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା...

ରଥଖଳାର ହାଲଚାଲ୍ – ସରିଲା ତିନି ରଥର ମଣ୍ଡଣି କାର୍ଯ୍ୟ, ଆଜି ହେବ ପିତ୍ତଳ ସାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ଦୁଇଦିନ ପରେ ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଦିନ ସିଂହାସନ ବେଦି ପାଇଁ ତିନି ରଥର ପ୍ରଭା ଉଠି ଧୂଳି...

ବିନା ଭକ୍ତରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୫ ଦିନର ଅଣସର ଘରେ ରହିବା ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଏ ବର୍ଷ ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ।...

ମୋ’କଲେଜ ଅଭିଯାନରେ ସାମିଲ ହୋଇ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ପୁରାତନ ଛାତ୍ରୀ ଦେଲେ ୩୦ ଲକ୍ଷ...

ଓଡ଼ିଶାଲାଇଭ୍ ବ୍ୟୁରୋ “ଦିନେ ମୁଁ ଏହି ଶିକ୍ଷାନୁଷ୍ଠାନରେ ପାଠପଢ଼ି ମଣିଷ ହୋଇଛି। ସେତେବେଳେ ମତେ ମାସିକ ୨୫ ଟଙ୍କା ବୃତ୍ତି ଆକାରରେ ମିଳୁଥିଲା। ଛାତ୍ର ଜୀବନରେ ଏହା ମୋ’ପାଇଁ ଏକ ବଡ଼ ଆର୍ଥିକ ସାହଯୋଗ...

କରୋନାକୁ ହରାଇଲେ ବାଲେଶ୍ୱରର ୯୭ ବର୍ଷୀୟା ବୃଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍‌ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇ କରୋନାରୁ ସୁସ୍ଥ ହୋଇଛନ୍ତି ୯୭ବର୍ଷୀୟା ବୃଦ୍ଧା ଚଞ୍ଚଳା ବେହେରା। ସେ କରୋନାରେ ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ସେଠାରୁ ଉତ୍ତମ...

ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟାକାଣ୍ଡର ରହସ୍ୟ ଖୋଲୁଛି ଜଗନ୍ନାଥଙ୍କ ହ୍ଵାଟ୍ସଆପ୍ ଚାଟ୍ – ପ୍ରତିଶୋଧ ପାଇଁ ହତ୍ୟା!

ଓଡ଼ିଶାଲାଇଭ୍ ବ୍ୟୁରୋ ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟା ମାମଲାରେ ନୂଆ ଟ୍ଵିଷ୍ଟ ଆଣିଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ହ୍ଵାଟ୍ସଆପ୍ ଚାଟ୍। ଘଟଣାର ଖିଅ ଖୋଜିବାକୁ ପୋଲିସ ଚଳାଇଛି ତନାଘନା। "ବାପା, ମାଆ, ବଡ଼ଭାଇ, ଭାଉଜ ଆଉ ମୋର...