ଆଜିଠାରୁ ନୂଆ ବାସଭବନରେ ରହିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ସରକାରୀ ବାସଭବନରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ପୂଜାର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବରୁ ସେ ଗାନ୍ଧୀ ମାର୍ଗ କ୍ଵାର୍ଟରରେ ରହୁଥିବାବେଳେ ଏବେ...

ଆଜି ବଡ଼ଠାକୁରଙ୍କ ବନକଲାଗି ନୀତି: ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ବୁଧବାରଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଫାଲଗୁନ ଶୁକ୍ଳ...
CM Mohan Charan Majhi

ବିଜୁ ବାବୁଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବାକୁ ନବୀନଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ...

କିଟ୍‌ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଏନଏଚଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ କିଟ୍‌ କ୍ୟାମ୍ପସରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାଁ ନେଉନି। ଏହି ଘଟଣାକୁ ୧୭ ଦିନ ବିତିଥିବା ବେଳେ ଏପର୍ଯ୍ୟନ୍ତ ସଠିକ ତଦନ୍ତ ହୋଇପାରି ନାହିଁ। ଏହି ଘଟଣାର ଟିକିନିଖି...

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଫାଲଗୁନ ଶୁକ୍ଳ ଷଷ୍ଠୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ବିଦେଶୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟାଟୁ କୁଟେଇବାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ହେଲେ...

ଭୁବନେଶ୍ଵର: ଆଇସିଏସଏସଏସଆର ପକ୍ଷରୁ ସାହିତ୍ୟ ସନ୍ଧ୍ୟା ଓ କବିତା ଆସର ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ଆଇସିଏସଏସଏସଆର ଆନୁକୂଲ୍ୟରେ ଭୁବନେଶ୍ଵର ସହିଦନଗରସ୍ଥିତ ଜେହୋବା ଗ୍ରୁପ ସମ୍ମିଳନୀ କକ୍ଷଠାରେ ଏକ ସାହିତ୍ୟ ସନ୍ଧ୍ୟା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ସାହିତ୍ୟିକ...

ଭୁବନେଶ୍ୱରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର ଶୁଭାରମ୍ଭ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର (ଓଓଏସି) ଶୁଭାରମ୍ଭ ହୋଇଛି। ଓଡ଼ିଶା ଆର୍ଥ୍ରୋସ୍କୋପି ସୋସାଇଟି ଏବଂ କଳିଙ୍ଗ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହାର ଆୟୋଜନ  କରାଯାଉଛି। ରବିବାର ଉପମୁଖ୍ୟମନ୍ତ୍ରୀ କନକ...

ଭୁବନେଶ୍ଵରରେ ୟୁସିସିଆଇଏଲ୍ ପକ୍ଷରୁ ଆୟୋଜିତ ହେଲା ଫୁଡ୍ ଫେଷ୍ଟିଭାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଆୟୋଜିତ ହୋଇଯାଇଛି ଫୁଡ୍ ଫେଷ୍ଟିଭାଲ। ୟୁସିସିଆଇଏଲ୍ ନାରୀଶକ୍ତି କମିଟି ଏବଂ ଲେଡିଜ୍ ଫୋରମର ମିଳିତ ପ୍ରୟାସରେ ଶୁକ୍ରବାର ଦିନ...

କଟକ ଦହିବରା ଭାରି ସୁଆଦିଆ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=aaC9hy6hynw ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ। ପରମ୍ପରା, ଐତିହ୍ୟଠୁ ଆରମ୍ଭ କରି ଖାନା ଖଜାନା ପର୍ଯ୍ୟନ୍ତ ଏଠି ସବୁଥିରେ ଦେଖିବାକୁ ମିଳେ କିଛି ନା କିଛି ସ୍ୱତନ୍ତ୍ରତା। ସେଥିମଧ୍ୟରୁ ଚଟପଟି ଖାଦ୍ୟ ମଧ୍ୟରେ...