ମହାବାତ୍ୟା ପରେ ଏବେ କରୋନା – ୨୧ ବର୍ଷ ପରେ ପୁଣି ବନ୍ଦ ହେବ କଟକ ବାଲିଯାତ୍ରା

ଓଡ଼ିଶା ଲାଇଭ୍ ବ୍ୟୁରୋ ଗଣେଶପୂଜା, ଦୁର୍ଗାପୂଜା ପରେ ବନ୍ଦ ହେଲା ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । ସ୍ଥିତିକୁ ଦେଖି...

ଶ୍ରାମନ୍ଦିରର ଉତ୍ତର, ଦକ୍ଷିଣ ଦ୍ଵାରରେ ମିଳିବ ମହାପ୍ରସାଦ – ହବିଷ୍ୟାଳୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଣିକି ମନ୍ଦିରର ଉତ୍ତର ଏବଂ ଦକ୍ଷିଣ ଦ୍ଵାରରେ ଛାମୁଣ୍ଡିଆ କରି ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇ ଦିଆଯିବ। ସେହିପରି ବୋଝିଆ ଜରିଆରେ...

ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ୍ ବେଟିଂ – ଧରାପଡ଼ିଲା ଗ୍ୟାଙ୍ଗ୍, ୩୩ ଲକ୍ଷ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ରାକେଟ ଚଳାଇଥିବା ଏକ ଗ୍ୟାଙ୍ଗକୁ ଧରିଛି ପୋଲିସ। ଶୁକ୍ରବାର ବ୍ରହ୍ମପୁର ପୋଲିସ ଅଚାନକ ଚଢ଼ାଉ କରି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହିତ ନଗଦ...

ସ୍ୱଚ୍ଛତା, କୋଭିଡ୍‌ ଲଢ଼େଇ ପାଇଁ ଆର୍‌ଏମ୍‌ସି ଦେବ ‘ହିରୋ ଅଫ୍ ରାଉରକେଲା’ ଆୱାର୍ଡ, ନଭେମ୍ବର ୧୫ ଯାଏ ନାମାଙ୍କନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ସାରା ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଉରକେଲା ମହାନଗର ନିଗମ ମଧ୍ୟ ଏଥିଲାଗି ଉଦ୍ୟମ କରୁଛି। ନିଗମ ପକ୍ଷରୁ ଏଥିଲାଗି ୩ଟି ପ୍ରତିଯୋଗିତା ଆରମ୍ଭ...

ନଭେମ୍ଵର ୨ରୁ ଖୋଲିବ ଭୁବନେଶ୍ଵର ଏମ୍‌ସର ବହିର୍ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ଵର ୨ରୁ ଖୋଲିବ ଭୁବନେଶ୍ଵର ଏମ୍‌ସର ବହିର୍ବିଭାଗ (ଓପିଡି)। ପ୍ରାଥମିକ ପର୍ଯ୍ୟାୟରେ ୮ ତାରିଖ ପର୍ଯ୍ୟନ୍ତ ପ୍ରତି ବିଭାଗରେ ଦୈନିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ଦିଆଯିବ। ଏହାପରେ ୯ରୁ ସପ୍ତାହେ...

କାର୍ତ୍ତିକରେ ପୁରୀ ଆସିବେନି ହବିଷ୍ୟାଳୀ, ଘରେ ରହି ପାଳିବେ ବ୍ରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବର୍ଷ କାର୍ତ୍ତିକରେ ପୁରୀ ଆସିପାରିବେନି ହବିଷ୍ୟାଳୀ। କରୋନା ପାଇଁ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପୁରୀ ଆସିବା ଉପରେ ଜିଲ୍ଲାପ୍ରଶାସନ କଟକଣା ଲଗାଇଛି। ଏଥିସହ ଯେତେ ସମ୍ଭବ ଘରୁ ନବାହାରିବାକୁ ସେମାନଙ୍କୁ ପରାମର୍ଶ...

ବିଜ୍ଞାପନର ‘କ୍ୟାରିୟର ଗାଇଡ୍’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରଭିତ୍ତିକ ଗଣମାଧ୍ୟମ ଅନୁଷ୍ଠାନ ‘ବିଜ୍ଞାପନ’ ଦ୍ୱାରା ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୦’ ବୁଧବାର ଉନ୍ମୋଚିତ ହୋଇଛି। ସ୍ଥାନୀୟ ବରମୁଣ୍ଡାସ୍ଥିତ ‘ବିଜ୍ଞାପନ’ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋଭିଡ କଟକଣାକୁ ମାନି...

ଏସ୍‌ସିବିରେ ଖୋଲିଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ଅନ୍ୟତ୍ର ସ୍ଥାନାନ୍ତର ହେବେନି କରୋନା ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଏସ୍‌ସିବିରୁ କୌଣସି କରୋନା ଆକ୍ରାନ୍ତ ଅନ୍ୟତ୍ର ସ୍ଥାନାନ୍ତର ହେବେ ନାହିଁ। ଏସ୍‌ସିବି ଡାକ୍ତରଖାନାରେ ବହୁ ପ୍ରତିକ୍ଷୀତ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଦୁଇଟି ପୃଥକ ସ୍ଥାନରେ କୋଭିଡ୍...

ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଭାସିଗଲେ ପର୍ଯ୍ୟଟକ, ମିଳୁନି ପତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଘଟିଲା ଅଘଟଣ। ଗାଧୋଇଲା ବେଳେ ଭାସିଯାଇ ଜଣେ ନିଖୋଜ ରହିଛନ୍ତି। ନିଖୋଜ ଜଣକ ଜଣେ ଯୁକ୍ତଦୁଇ ପଢୁଥିବା ଛାତ୍ର ଏବଂ ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।...

ଆଜି କଟକଣା ଭିତରେ ହେବ କଟକ ଦୁର୍ଗାପୂଜା ଭସାଣ ଉତ୍ସବ – ୧୦ଟାରୁ ୬ଟା ଭିତରେ ହେବ ମୂର୍ତ୍ତି...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କଟକରେ କଟକଣା ସହ ପାଳନ ହେବ ଦୁର୍ଗାପୂଜା ଭସାଣ ଉତ୍ସବ। ଏଥିପାଇଁ ଗତକାଲି ନିର୍ଦ୍ଦେଶାବଳୀ ଜାରି କରିଛି କମିସନରେଟ୍ ପୋଲିସ। ଆଜି ୪ଟି ପର୍ଯ୍ୟାୟରେ କଟକ ଦୁର୍ଗାପୂଜାର ସବୁ ମୂର୍ତ୍ତି...