ରାଷ୍ଟ୍ରପତି ଭବନ ଷ୍ଟାଫ କ୍ୱାର୍ଟର୍ସରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଭବନ ପରିସରରେ ଥିବା ଷ୍ଟାଫ କ୍ୱାର୍ଟର୍ସରେ ଦିଲ୍ଲୀର ଜଣେ ଏମଏସସି ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଅଭିଯୋଗରୁ ଜଣାପଡ଼ିଛି ଯେ...

ସମ୍ବଲପୁର ପୋଲିସ୍‌ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ – ୧୪ ମୋଟରସାଇକେଲ ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁରରେ ମୋଟର ସାଇକେଲ୍‌ ଚୋରି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପୋଲିସ୍‌ ଅଭିଯୁକ୍ତମାନଙ୍କଠାରୁ ମୋଟ ୧୪ଟି ମୋଟର ସାଇକେଲ୍‌ ଜବତ କରିଛି। ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ...

ମହିଳା ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା – ୨ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନ ଲଢ଼ୁଥିବା ଜଣେ ମହିଳା ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। କେନ୍ଦୁଝର ଟାଉନ୍‌ ଥାନା ପୋଲିସ୍‌ ୨ଜଣଙ୍କୁ ଗିରଫ କରିଛି। ସେମାନେ...

ଡି ବ୍ରଦର୍ସ ଲିଙ୍କ୍‌ – ପୂର୍ବତନ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍‌ ପୂର୍ବତନ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ବୁଧବାର କମିଶନରେଟ୍‌ ପୋଲିସ୍‌ ପୁଣି ଗିରଫ କରିଛି। ରଞ୍ଜିତା କଟକ ମହାନଗର ନିଗମ ୭ ନମ୍ବର ୱାର୍ଡର ପୂର୍ବତନ...

ବାଇକ ଉପରେ ଚଢ଼ିଗଲା ଟ୍ରକ : ଝିଅ ମୃତ, ବାପା-ପୁଅ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲ ଟାଙ୍କି ପରିସରରେ ବାଇକ ଉପରେ ଚଢ଼ିଗଲା ଟ୍ରକ ଝିଅ ମୃତ, ବାପା-ପୁଅ ଗୁରୁତର କଟକ ବଡ଼ ମେଡ଼ିକାଲରେ ବାପା-ପୁଅ ଅଳ୍ପକେ ବର୍ତ୍ତି ଗଲେ ମାଆ ରଞ୍ଜିତା ନୟାଗଡ଼ ଘଡୁଆଳ ଛକ...

ଭିଜିଲାନ୍ସ ଜାଲରେ କେନ୍ଦୁଝର ଅମିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଟାଉନ୍‌ ପ୍ଲାନିଂ କାର୍ଯ୍ୟାଳୟର ଅମିନ ଅନ୍ତର୍ଯ୍ୟାମୀ ଦାସ। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ...

ଭୁବନେଶ୍ୱର ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨୭୮.୮୩ ଗ୍ରାମ୍‌ର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌ ଓ ଅବକାରୀ ବିଭାଗ ଅଧିକାରୀ ମିଳିତ ଭାବେ ଦୁଇ ଜଣ ଯାତ୍ରୀଙ୍କ ପାଖର ଏହି...

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଶୁକୃଳି ବ୍ଲକ ବାରିହା ଟୁମ୍ବାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁଘଟିଛି। ବାରିହା ଟୁମ୍ବାସାହି ଗାଁରେ...

ଭାରସାମ୍ୟ ହରାଇ ମାଡ଼ିଗଲା ହାଇଓ୍ୱା, ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ୫ ନମ୍ଵର କ ଜାତୀୟ ରାଜପଥର କଜଳା ମଡରପୁର ଗଡା ନିକଟରେ ଏକ ହୃଦୟ ବିଦାରକ ଘଟଣା ଘଟିଛିା ସ୍ତ୍ରୀ ଆଖି ସାମ୍ନାରେ ସ୍ୱାମୀ...

ଫେରିଲେ ପୁଇଁତଳା ବିଡିଓ, ବ୍ଲକ ଉପାଧ୍ୟକ୍ଷ କରିଥିଲେ ଅପହରଣ

ଓଡ଼ିଆଲାଇଭ୍‌ ବ୍ୟୁରୋ ବଲାଙ୍ଗୀର ପୁଇଁତଳା ବିଡ଼ିଓ ସରୋଜ ମିଶ୍ରଙ୍କୁ ଅପହରଣକାରୀମାନେ ଛାଡ଼ି ଦେଇଛନ୍ତି। ଦୁର୍ବୃତ୍ତମାନେ ବିଡିଓଙ୍କୁ ବଲାଙ୍ଗୀର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଛାଡ଼ିଦେଇଥିଲେ। ସେଠାରୁ ବିଡ଼ିଓ ସରୋଜ ମିଶ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲିଚାଲି ଆସିଛନ୍ତି।...