କୋରାପୁଟ କୁଲାରସିଂ ନଦୀ ଘାଟରୁ ଦୁଇ କୁଇଣ୍ଟାଲ ଚନ୍ଦନକାଠ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଆଇନ ଭାବେ ଚାଲାଣ କରାଯାଉଥିବା ପ୍ରାୟ ଦୁଇ କୁଇଣ୍ଟାଲ ଚନ୍ଦନ କାଠ ଜବତ କରିଛି କୋରାପୁଟ ଜିଲ୍ଲା ପାଡୁଆ ପୋଲିସ। ଜବତ ଚନ୍ଦନ କାଠର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ...

ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବୈପାରୀଗୁଡ଼ା ତହସିଲର ବରିଷ୍ଠ କିରାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳାଇ। ଜଣେ ମହିଳା ହିତାଧିକାରୀଙ୍କ ଡଙ୍ଗର ଜମି ପଟ୍ଟାକୁ...

ଚାଲାଣ ବେଳେ ଜାନିଗୁଡ଼ା ନିକଟରୁ ୧୫୦ କେଜିର ଚନ୍ଦନ କାଠ ଜବତ କଲା ସେମିଳିଗୁଡ଼ା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଆରକୁ ବନାଞ୍ଚଳରୁ କେରଳକୁ ଚୋରାରେ ଚାଲାଣ କରାଯାଉଥିବା ଚନ୍ଦନ କାଠକୁ ଜବତ କରିଛି ସେମିଳିଗୁଡ଼ା ପୋଲିସ। ପ୍ରାୟ ୧୩୦ କେଜି ଚନ୍ଦନ...

ମନି ଲଣ୍ଡ୍ରିଂ ମାମଲା: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ମହାଠକ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅନ୍ତରୀଣ ଜାମିନ ମିଳିଛି। ୨୦୦ କୋଟି ଅର୍ଥ ହଡପ ମାମଲାରେ ବଲିଉଡ ଅଭିନେତ୍ରୀ...

କୋରାପୁଟ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ମାସିଗାଁ ପଞ୍ଚାୟତର ଡେଙ୍ଗାକୁସୁମଗୁଡ଼ା ଗାଁରେ। ମୃତ ମହିଳା ହେଲେ ସୁବର୍ଣ୍ଣ...

ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାଂସଗ୍ରୀ ଜବତ କରାଯାଇଛି। ଏ ନେଇ ଗୁରୁବାର ଦିନ କୋରାପୁଟ ଏସପି ବରୁଣ ଗୁଣ୍ଟପାଲି ସାମ୍ବାଦିକ ସମ୍ମିଳନୀ...

ମୁନିଗୁଡ଼ାରୁ ଧରାପଡ଼ିଲେ ନକଲି ଡାକ୍ତର, ସିଲ ହେଲା ବେଆଇନ କ୍ଲିନିକ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଡାକ୍ତର ପରିଚୟ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ ଏସ୍ ସୁବ୍ରତ ବିଶ୍ଵାସ। ଚିକିତ୍ସା କରୁଥିବା ଡାକ୍ତର ଜଣକ...

ପିଲାଙ୍କ ମୋବାଇଲ ବ୍ୟବହାର ଯୋଗୁଁ ହୋଇପାରେ ସାଇବର ଠକେଇ: ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ

ଓଡ଼ିଶାଲାଇଭ ବ୍ୟୁରୋ ଆଜିକାଲି ପିଲାମାନେ ପାଠପଢ଼ାରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ତେବେ ଅଧିକ ସମୟ ଧରି ଅନଲାଇନ୍ ରହିବା ଦ୍ଵାରା ସାଇବର ଠକେଇର ଭୟ ରହିଥାଏ। ତେଣୁ ଇଣଣ୍ଟରନେଟ୍ ବ୍ୟବହାର କରିବା ଦିଗରେ ପିଲାମାନେ...

ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠ ଜବତ, ୧୧ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶରୁ ଓଡ଼ିଶା, ପୁଣି ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ପରେ ତାମିଲନାଡୁ ଓ କର୍ଣ୍ଣାଟକକୁ ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠ ପୋଲିସ ଜବତ କରିବା ସହ...

ନବରଙ୍ଗପୁର ଜିଲ୍ଲାରେ ବାଲ୍ୟବିବାହ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ  

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ବାଲ୍ୟବିବାହ ନିରାକରଣ ସଚେତନତା ଅଭିଯାନର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର  ଶୁଭାରମ୍ଭ  ହୋଇଛି। ବାଲ୍ୟବିବାହ, ଶିଶୁ...