ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ: ଚର୍ଜସିଟ୍ ଦାଖଲ କଲା ଏନସିବି

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଲଖ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ...

ରୁଚିକା ଆତ୍ମହତ୍ୟା ଘଟଣା: ରୁଚିକାଙ୍କ ମା’ଙ୍କୁ ଧାରଣାସ୍ଥଳରୁ ଉଠାଇନେଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୧୦ ଦିନ ହେଲାଣି। ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ। ନ୍ୟାୟ ପାଇଁ ବିଜେବି କଲେଜ ଆଗରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଆଜି...

ଆତତାୟୀଙ୍କ ଟାର୍ଗେଟରେ ରାଜନେତା – ଆବ୍ରାହମ ଲିଙ୍କନଙ୍କଠାରୁ ସିଞ୍ଜୋ ଆବେ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରମ୍ବାର ଆତତାୟୀଙ୍କ ଆକ୍ରୋସର ଶିକାର ହେଉଛନ୍ତି ଚର୍ଚ୍ଚିତ ରାଜନେତା। ବର୍ତ୍ତମାନ ପର୍ଯ୍ୟନ୍ତ ଆତତାୟୀଙ୍କ ହାତରେ ପ୍ରାଣ ହରାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କଠାରୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ...

କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲା: ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାରେ ୮ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ମାସନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୂର୍ଣ୍ଣ ଓ୍ଵେବ ପୋର୍ଟାଲ ମାଲିକାଣୀ...

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସନସାଇନ୍ ପବ୍ଳିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜାମିନ ମିଳିଛି। ଦୁଇ ସପ୍ତାହ ପାଇଁ ଗୋବିନ୍ଦଙ୍କୁ ହାଇକୋର୍ଟ...

ବନ୍ଧୁଙ୍କ ମୃତ୍ୟୁକୁ ନେଇ ଅଡ଼ୁଆରେ ବୀରେନ୍ଦ୍ର ଲାକ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରା। ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଆନନ୍ଦଙ୍କ ପିତା ବନ୍ଧନା ଟପ୍ପୋ।...

ନିର୍ଦ୍ଦୋଷ ବନ୍ଦୀଙ୍କୁ ନ୍ୟାୟ ଏବଂ ଈଟିଭି – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୧୯)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ୧୬ ବର୍ଷ ପରେ ଆସିଲା ରାୟ: ଦୋଷୀକୁ ଫାଶୀ ଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ସୋମବାର ୧୬ ବର୍ଷ ପରେ ରାୟ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ଗାଜିଆବାଦ ଜିଲ୍ଲା ଏବଂ ସ୍ଵତନ୍ତ୍ର କୋର୍ଟ ଆତଙ୍କବାଦୀ ଭଲୀଉଲ୍ଲା ଖାନକୁ ଦୋଷୀ ସାବ୍ୟସ୍ତ...

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ ଇଡିର ସମନ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ଗାନ୍ଧୀ ପରିବାରର ଅଡ଼ୁଆ। ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜୁନ ୨ ତାରିଖରେ...

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ଆର୍ଯ୍ୟନ ଖାନଙ୍କୁ କ୍ଲିନ ଚିଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି ଅଦାଲତ। ଏନଡିପିଏସ କୋର୍ଟରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରେ(ଏନସିବି) ଚାର୍ଜସିଟ ଦାଖଲ କରିଥିଲା। ଏହି ଚାର୍ଜସିଟରେ...