ରାୟଗଡ଼ା: ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ରାୟଗଡ଼ା ପୋଲିସ ଶନିବାର ଆମ୍ବାଗୁଡ଼ା ଛକରେ ଏକ ଟ୍ରକ ଉପରେ ଚଢ଼ାଉ କରି ୧୦ କ୍ଵିଣ୍ଟାଲରୁ...

ନକଲି ସରକାରୀ ୱେବସାଇଟରେ ଚାକିରି ଲୋଭ – ଠକିଗଲେ ୨୭ ହଜାର ଆବେଦନକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଏବେ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା ହୋଇସାରିଲାଣି। ଯୁବକମାନେ ଚାକିରି ନପାଇ ନାନାଦି ସମସ୍ୟା ଭୋଗୁଥିବାବେଳେ, କରୋନା ଏହି ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଏସବୁ ମଧ୍ୟରେ ରାଜଧାନୀ ଦିଲ୍ଲୀରେ...

ବଲିଉଡ୍ ଡ୍ରଗ୍ସ କେସ୍ – ଦୀପିକାଙ୍କ ମ୍ୟାନେଜରକୁ ଗିରଫ କରିପାରେ ଏନସିବି!

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଖୁବଶୀଘ୍ର ଗିରଫ କରିପାରେ ଏନସିବି। ଡ୍ରଗ୍ସ ମାମଲାକୁ ନେଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଦୁଇଥର କରିସ୍ମାଙ୍କୁ ସମନ ଜାରି କରିସାରିଛି। ହେଲେ...

ଭିଏନାରେ ଆତଙ୍କବାଦୀ ଆକ୍ରମଣ – ରାଜରାସ୍ତାରେ ଫୁଟିଲା ଗୁଳି, ୭ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁରୋପୀୟ ଦେଶ ଅଷ୍ଟ୍ରିୟାର ରାଜଧାନୀ ଭିଏନାରେ ସୋମବାର ଆତଙ୍କବାଦୀମାନେ ରାଜରାସ୍ତାରେ ଗୁଳିଚାଳନା କରିଛନ୍ତି। ଯେଉଁଥିରେ ୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇବା ସହିତ ଜଣେ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି।...

କେନ୍ଦ୍ରାପଡ଼ା: ଯୁବକଙ୍କୁ ଅପହରଣ ଅଭିଯୋଗରେ ୪ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୂଆ ରାଜନଗର ରାସ୍ତା ନିକଟରେ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ କରି ୪ ଜଣ ଗିରଫ ହୋଇଛନ୍ତି। (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୂଆ ସାମୁଦ୍ରିକ ଥାନା ଅନ୍ତର୍ଗତ...

ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ୍ ବେଟିଂ – ଧରାପଡ଼ିଲା ଗ୍ୟାଙ୍ଗ୍, ୩୩ ଲକ୍ଷ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ରାକେଟ ଚଳାଇଥିବା ଏକ ଗ୍ୟାଙ୍ଗକୁ ଧରିଛି ପୋଲିସ। ଶୁକ୍ରବାର ବ୍ରହ୍ମପୁର ପୋଲିସ ଅଚାନକ ଚଢ଼ାଉ କରି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହିତ ନଗଦ...

ହରିଆଣା: କଲେଜ ଆଗରେ ଛାତ୍ରୀଙ୍କୁ ଗୁଳି, ଭାଇରାଲ ହେଉଛି ହତ୍ୟା ବେଳର ସିସିଟିଭି ଫୁଟେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିଆଣାର ଫରିଦାବାଦ ଜିଲ୍ଲାରେ ଘଟିଛି ଏକ ବର୍ବର ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଜଣେ ୨୧ ବର୍ଷୀୟ ଛାତ୍ରୀକୁ ଗୁଳିକରି ହତ୍ୟା କରାଯାଇଛି। କଲେଜରୁ ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଯୁବକ...

କଟକ: ଅଟୋ ଖୋଜୁ ଖୋଜୁ ମିଳିଲା ବାଇକ୍ ଚୋରି ରାକେଟ୍, ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ଏକ ଅଟୋ ଚୋରିର ତଦନ୍ତ କରୁ କରୁ ଠାବ ହେଲା ବାଇକ ଚୋରି ରାକେଟ୍। ପୋଲିସ ହାତରେ ଲାଗିଲା ୩୫ଟି ଚୋରି ବାଇକ୍। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ...

ଓଡ଼ଗାଁ: କୁଖ୍ୟାତ ମହିଳା ଅପରାଧୀକୁ ହତ୍ୟା ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରି ପୋଲିସର ନିଦ ହଜାଇଥିବା ମହିଳା ଅପରାଧୀ ରାଧାରାଣୀ ଜେନା (୩୧) ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ...

ନୟାଗଡ଼ରେ ନକଲି ନୋଟ୍ ଛପା ଘଟଣା – ୨ଜଣଙ୍କୁ କୋର୍ଟ ଚାଲାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପେଶାଦାର ରାକେଟ୍‌ ହାତ ଥିବା ସନ୍ଦେହ ଗିରଫ ଅଭିଯୁକ୍ତଙ୍କ ମାନସିକ ସ୍ଥିତି ପରୀକ୍ଷା ନେଇ ଓକିଲଙ୍କ ଆବେଦନ ଅଧିକ ଅନୁସନ୍ଧାନ ପାଇଁ ଏସ୍‌ପିଙ୍କୁ ଭେଟିବ ଓକିଲ ପ୍ରତିନିଧି ଦଳ ନୟାଗଡ଼ ସହରରେ...