ରାୟଗଡ଼ା: ପଶୁ ଶିକାର ବେଳେ ହତ୍ୟା ଘଟଣା, ୧୮ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପଶୁ ଶିକାର ବେଳେ ଶିକାରୀଙ୍କ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଣ୍ଡିରାକଞ୍ଚ୍ ପୋଲିସ ଗତକାଲି ଏହି ଘଟଣାରେ ସମ୍ପୃକ୍ତ...

ଗୁରୁ-ଶିଷ୍ୟା ସଂପର୍କରେ ଲାଗିଲା ଦାଗ, କୋଚିଂ କ୍ଲାସରେ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ କୋଚିଂ ସେଣ୍ଟରରେ ଶିକ୍ଷକ ଦୁଷ୍କର୍ମ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ହେଉଛନ୍ତି ରାଜୁ ସାହି ଶାରଦା କୋଚିଙ୍ଗ...

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଶୁଣାଣି ସେପ୍ଟେମ୍ବର ୨୯କୁ ଘୁଞ୍ଚିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରଗ୍ସ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଶୁଣାଣି ଘୁଞ୍ଚିଲା। ମୁମ୍ବାଇ ହାଇକୋର୍ଟ ଏହି ଜାମିନ୍ ଆବେଦନର ଶୁଣାଣି ଆସନ୍ତା...

କେନ୍ଦ୍ରାପଡ଼ା ଓଲା ଗାଡ଼ି ଡ୍ରାଇଭର ଅପହରଣ ମାମଲା – ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଓଲା ଡ୍ରାଇଭର ଅପହରଣ ମାମଲାରେ ଗୁରୁବାର କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖର ଏକ ସାମ୍ଵାଦିକ ସମ୍ମିଳନୀ କରି ଅଭିଯୁକ୍ତମାନଙ୍କ ପରିଚୟ ପ୍ରଦାନ କରିଛନ୍ତି। ଏହି...

ବଲିଉଡରେ ଡ୍ରଗ୍ସ କାରବାର: ଏନସିବି ରାଡାରରେ ୫୦ରୁ ଅଧିକ ସେଲିବ୍ରିଟି, ଫିଲ୍ମ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ଓ ଏହାପରେ ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଚାଲିଥିବା ତନାଘନାରେ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଏପରିକି ଏହି ଡ୍ରଗ୍ସ...

ରାଜନଗରରେ ମା’ ଝିଅ ମୃତ୍ୟୁ ଘଟଣା – ୪ ଦିନ ପରେ ଜଳିଲା ଜୁଇ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ୪ ଦିନ ପରେ ଜଳିଲା ମା-ଝିଅଙ୍କ ଜୁଇ ସତ୍ୟପ୍ରିୟାଙ୍କ ଗର୍ଭରୁ ମିଳିଲା ୮ ମାସର ମୃତ ଶିଶୁକନ୍ୟା ଅଭିଯୁକ୍ତ ସଞ୍ଜୟ ଗିରଫ ସଞ୍ଜୟକୁ କରୋନା, ହୋଇପାରିଲାନି କୋର୍ଟଚାଲାଣ ଖୁବ ଶୀଘ୍ର...

ଭୁବନେଶ୍ଵରରୁ କେନ୍ଦ୍ରାପଡ଼ା, ନାଟକୀୟ ଢଙ୍ଗରେ ଧରାପଡ଼ିଲେ ୩ ଅପହରଣକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଭୁବନେଶ୍ଵରରୁ ଆସି କେନ୍ଦ୍ରାପଡ଼ାରେ ଧରାହେଲେ ୪ ଅପହରଣକାରୀ। ସେ ବି ବଡ଼ ନାଟକୀୟ ଢଙ୍ଗରେ। ଯେଉଁ ଗାଡ଼ିରେ ଆସିଥିଲେ, ସେ ଗାଡ଼ିର ଡ୍ରାଇଭରକୁ ଅପହରଣ କରି ପୁରା...

ଭୁବନେଶ୍ଵର: ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ପୋଲିସ, ୨ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ବ୍ରାଉନସୁଗାର ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ବୁଧବାର ୨ ଜଣଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ। ସେମାନଙ୍କଠାରୁ ୧୩୦ ଗ୍ରାମ ବ୍ରାଉନସୁଗାର ସହ, ଦୁଇଟି...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା – ନ୍ୟାୟ ପାଇଁ ଏସ୍‍ପିଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। କିନ୍ତୁ ବିବାହ କରିବାକୁ ଜିଦ୍ କରିବାରୁ ପ୍ରତାରଣା କଲେ ପ୍ରେମିକ। ଏଭଳି ଏକ...

ଭୁଜାଲିରେ ଆକ୍ରମଣ କରି ଡକାୟତି ଘଟଣା – କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନେତୃତ୍ଵରେ ଉଚ୍ଚସ୍ତରୀୟ ତଦନ୍ତ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କୁସୁନୁପୁର ଗାଁରେ ଗତକାଲି ରାତିରେ ହୋଇଥିବା ଡକାୟତି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନେତୃତ୍ଵରେ ତଦନ୍ତ ଚାଲିଛି।...